ETV Bharat / state

ପୌର ଫାଇଟ: ଜଟଣୀର ବିକାଶ ପାଇଁ 2 ବର୍ଷ ମାଗିଲେ ଅପରାଜିତା - ଜଟଣୀର ବିକାଶ ପାଇଁ ଦୁଇବର୍ଷ ମାଗିଲେ ଅପରାଜିତା

ଜଟଣୀରେ ଜମୁଛି ପୌର ନିର୍ବାଚନ ପ୍ରଚାର । ରବିବାର ବିଜେପି ଅଧ୍ୟକ୍ଷ ପାର୍ଥୀ ପ୍ରଶାନ୍ତ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଜଟଣୀର ବିକାଶ ପାଇଁ ଦୁଇବର୍ଷ ମାଗିଲେ ଅପରାଜିତା

author img

By

Published : Mar 20, 2022, 10:30 PM IST

ଖୋର୍ଦ୍ଧା: ଜଟଣୀରେ ଜମୁଛି ପୌର ନିର୍ବାଚନ ପ୍ରଚାର । ରବିବାର ବିଜେପି ଅଧ୍ୟକ୍ଷ ପାର୍ଥୀ ପ୍ରଶାନ୍ତ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିକାଶ ପାଇଁ ଜଟଣୀବାସୀ ୨୦ ବର୍ଷ ନୁହେଁ, ମାତ୍ର ଦୁଇବର୍ଷ ଦିଅନ୍ତୁ ବୋଲି ସାଂସଦ ଭୋଟରଙ୍କ ନିକଟରେ ଅପିଲ୍‌ କରିଛନ୍ତି ।

ପୌର ଫାଇଟ: ଜଟଣୀର ବିକାଶ ପାଇଁ ଦୁଇବର୍ଷ ମାଗିଲେ ଅପରାଜିତା

ଜଟଣୀରେ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ପାନୀୟଜଳ, ଡ୍ରେନେଜ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଭୁବନେଶ୍ବର ସାଂସଦ । ବିଜେପି ଜିତିଲେ ଏଠାରେ ଲୋକଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ । ସ୍ଥାନୀୟ ନେତୃବୃନ୍ଦ ଲୋକଙ୍କ ସହ ସମ୍ପର୍କରେ ରହିଛନ୍ତି ।

ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ଅପରାଜିତ ଷଡ଼ଙ୍ଗୀ । ଦୁଇଟି ଭୋଟ ଦୁଇଟି ପଦ୍ମ ଦୁଇ ବର୍ଷ ଲୋକଙ୍କୁ ମାଗିଛନ୍ତି ଅପରାଜିତ ଷଡ଼ଙ୍ଗୀ । ତେବେ ଲୋକଙ୍କ ଉପରେ ଏହାର ପ୍ରଭାବ କେତେ ପଡ଼ିବ ତାହା ପୌର ନିର୍ବାଚନ ଫଳାଫଳ କହିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.