ETV Bharat / state

ଖୋର୍ଦ୍ଧା ଉପଖଣ୍ଡରେ ପୁଣି 15 କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କୋରୋନା ସଂକ୍ରମିତ ମାମଲା ବଢିବାରେ ଲାଗିଛି । 30ଟି ଜିଲ୍ଲାରେ ଏବେ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଆଜି ପୁଣି 75 ମାମଲା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ପୁଣି 15 କରୋନା ଆକ୍ରାନ୍ତ ଚିହ୍ନଟ
ଖୋର୍ଦ୍ଧା ଉପଖଣ୍ଡରେ ପୁଣି 15 କରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jun 7, 2020, 10:56 AM IST

ଖୋର୍ଦ୍ଧା: ଆଜି ରାଜ୍ୟରେ ଆଉ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ 15 ଜଣ କେବଳ ଖୋର୍ଦ୍ଧା ଉପଖଣ୍ଡର । ସେମାନଙ୍କ ମଧ୍ୟରୁ ବାଲୁଗାଁରୁ 2, ଟାଙ୍ଗିରୁ 10, ବେଗୁନିଆ ବ୍ଲକରୁ 3 ଜଣ କୋରୋନା ପଜିଟିଭ ଅଛନ୍ତି ।

ସମସ୍ତ ଆକ୍ରାନ୍ତ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ରିପୋର୍ଟ ପଜିଟିଭ ପରେ ସମସ୍ତଙ୍କୁ ଭୁବନେଶ୍ବର ସ୍ଥିତ ସମ କୋଭଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତ ମାମଲା 2857ରେ ପହଞ୍ଚିଛି ଥିବାବେଳେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.