ETV Bharat / state

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

author img

By

Published : Jan 31, 2021, 10:42 PM IST

ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଟାଙ୍କୋଳରେ ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ଵୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଟାଙ୍କୋଳ ଗ୍ରାମର ବାଉରୀ ବନ୍ଧୁ ସ୍ୱାଇଁ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ

ଖୋର୍ଦ୍ଧା : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଟାଙ୍କୋଳରେ ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି । ଦନ୍ତା ହାତୀ ଆକ୍ରମଣରେ ଜଣେ ଵୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଟାଙ୍କୋଳ ଗ୍ରାମର ବାଉରୀ ବନ୍ଧୁ ସ୍ୱାଇଁ ବୋଲି ଜଣାପଡିଛି ।

ନିଜ ବିଲରୁ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ହାତୀ ଭୟରେ ଲୋକେ ମୃତ ବୃଦ୍ଧଙ୍କ ପାଖକୁ ଯାଉ ନାହାଁନ୍ତି, ତେଣୁ ରାସ୍ତା କଡ଼ରେ ମୃତ ଶରୀର ପଡି ରହିଛି । ବନବିଭାଗ ଅଥବା ପୋଲିସ କେହି ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.