ETV Bharat / state

ଅମ୍ଫାନ ପ୍ରଭାବରେ ବର୍ଷା ପବନ ଜାରି : ତଳିଆ ଲୋକଙ୍କୁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର

author img

By

Published : May 20, 2020, 9:38 AM IST

Updated : May 20, 2020, 10:07 AM IST

ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ 1385 ଜଣ ଲୋକଙ୍କୁ 22ଟି ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଛି । ବାତ୍ୟା ଅମ୍ଫାନ ଦ୍ବାରା ଖୋର୍ଦ୍ଧା ଜିଲ୍ଲା ବିଶେଷ ପ୍ରଭାବିତ ହେଉନଥିବା ପାଣିପାଗ ବିଭାଗ କହିଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଥିବା ଜଣାପଡିଛି ।

ଅମ୍ଫାନ ପ୍ରଭାବରେ ବର୍ଷା ପବନ ଜାରି : ତଳିଆ ଲୋକଙ୍କୁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଅମ୍ଫାନ ପ୍ରଭାବରେ ବର୍ଷା ପବନ ଜାରି : ତଳିଆ ଲୋକଙ୍କୁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଅମ୍ଫାନ ପ୍ରଭାବରେ ବର୍ଷା ପବନ ଜାରି : ତଳିଆ ଲୋକଙ୍କୁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର
ଅମ୍ଫାନ ପ୍ରଭାବରେ ବର୍ଷା ପବନ ଜାରି : ତଳିଆ ଲୋକଙ୍କୁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର

ଖୋର୍ଦ୍ଧା: ସାମୁଦ୍ରିକ ଝଡ 'ଅମ୍ଫାନ' ତା'ର କରାଳ ରୂପ ଧାରଣ କରିସାରିଛି । ତା'ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ମଙ୍ଗଳବାର ଠାରୁ ବର୍ଷା ପବନ ଜାରି ରହିଛି । ଅମ୍ଫାନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ହୋଇଛି ।

ମଙ୍ଗଳବାର ରାତିରେ ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାୟ 1385 ଜଣ ଲୋକଙ୍କୁ 22ଟି ଆଶ୍ରୟ ସ୍ଥଳୀରେ ସୁରକ୍ଷିତ ରଖାଯାଇଛି । ବାତ୍ୟା ଅମ୍ଫାନ ଦ୍ବାରା ଖୋର୍ଦ୍ଧା ଜିଲ୍ଲା ବିଶେଷ ପ୍ରଭାବିତ ହେଉନଥିବା ପାଣିପାଗ ବିଭାଗ କହିଥିବାବେଳେ ଜିଲ୍ଲା ପ୍ରଶାସନ କିନ୍ତୁ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଥିବା ଜଣାପଡିଛି ।

amphan-effect-at-khurda

ସେହିପରି ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ 2ଟି ଲେଖାଏଁ ଏନ୍ଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 20, 2020, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.