ETV Bharat / state

ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ

ବିପଦ ସଙ୍କୁଳରେ ସରକାରୀ କାର୍ଯ୍ୟାଳୟ । ଫଳରେ କର୍ମଚାରୀମାନେ ଡରିଡରି ଅଫିସ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଖୋର୍ଦ୍ଧା ସହକାରୀ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jun 29, 2020, 9:58 PM IST

Updated : Jun 29, 2020, 10:22 PM IST

ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ
ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ୟାନ କୃଷି କାର୍ଯ୍ୟାଳୟ

ଖୋର୍ଦ୍ଧା: ବିପଦ ସଙ୍କୁଳରେ ସରକାରୀ କାର୍ଯ୍ୟାଳୟ । ଫଳରେ କର୍ମଚାରୀମାନେ ଡରିଡରି ଅଫିସ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଖୋର୍ଦ୍ଧା ସହକାରୀ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତ ସାମୁଦ୍ରିକ ଝଡ଼ ଫନିରେ କ୍ଷୟକ୍ଷତି ହୋଇଥିବା ଏହି କାର୍ଯ୍ୟାଳୟକୁ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କୌଣସି ମରାମତି କରାଯାଇନାହିଁ । ଯାହା ଫଳରେ ଏଠାରେ କାର୍ଯ୍ୟରତ କର୍ମଚାରୀ ମାନେ ବିପଦ ସଙ୍କୁଳ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଛନ୍ତି । ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ସେପଟେ କାର୍ଯ୍ୟାଳୟ ମରାମତି ପାଇଁ ଅନୁଦାନ ଆସିଥିବା ବେଳେ ଠିକାଦାର ଅସହଯୋଗ କରୁଥିବା କହିଛନ୍ତି ସହକାରୀ ଉଦ୍ୟାନ କୃଷି ଅଧିକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 29, 2020, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.