ETV Bharat / state

IPU କୁ ନିର୍ବାଚିତ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡଙ୍ଗୀ

author img

By

Published : Oct 20, 2022, 9:59 PM IST

ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଭୁବନେଶ୍ବର ଫେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi ) । ଆଜି ଭୁବନେଶ୍ବର ଫେରିବା ପରେ ଅପରାଜିତାଙ୍କୁ ଭୁବନେଶ୍ବରର ବିମାନ ବନ୍ଦରରେ ଦଳୀୟ ନେତା କର୍ମୀ ସମର୍ଥକ ଜୋରଦାର ସ୍ବାଗତ କରିଥିଲେ । ଅଧିକ ପଢନ୍ତୁ

IPU କୁ ନିର୍ବାଚିତ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡଙ୍ଗୀ
IPU କୁ ନିର୍ବାଚିତ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ (Inter-Parliamentary Union) କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେବା ପରେ ଭୁବନେଶ୍ବର ଫେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi ) । ଆଜି ଭୁବନେଶ୍ବର ଫେରିବା ପରେ ଅପରାଜିତାଙ୍କୁ ଭୁବନେଶ୍ବରର ବିମାନ ବନ୍ଦରରେ ଦଳୀୟ ନେତା କର୍ମୀ ସମର୍ଥକ ଜୋରଦାର ସ୍ବାଗତ କରିଥିଲେ ।

ଏହାବି ପଢନ୍ତୁ-IPUକୁ ନିର୍ବାଚିତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଏଥିପାଇଁ ଗତ 9 ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ନାରାୟଣ ହରିବଂଶଙ୍କ ନେତୃତ୍ବରେ ଏକ 12 ଜଣିଆ ସଂସଦୀୟ ଦଳ ରାୱାଣ୍ଡାର କିଗାଲି (Kigali Capital of Rwanda) ଗସ୍ତରେ ଯାଇଥିଲେ ।

ସମ୍ମାନ ଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନକୁ ଦୀର୍ଘ 20 ବର୍ଷ ପରେ ଭାରତ ଫେରିଛି । ଶେଷ ଥର ପାଇଁ ଆଇପିୟୁରେ ଭାରତ ପକ୍ଷରୁ ନଜମା ହେପତୁଲ୍ଲା ପ୍ରତିନିଧିତ୍ବ କରିଥିଲେ । ଏହି ନିର୍ବାଚିତ ଫଳରେ ଏଣିକି ଆଇପିୟୁର ୧୫ଜଣିଆ କାର୍ଯ୍ୟନିର୍ବାହୀ କମିଟିକୁ ଅପରାଜିତା ଷଡଙ୍ଗୀ ଭାରତର ପ୍ରତିନିଧିତ୍ୱ କରିବେ । ରାୱାଣ୍ଡାର ରାଜଧାନୀ କିଗାଲିଠାରେ ହୋଇଥିବା ଏହି ନିର୍ବାଚନରେ ସାଂସଦ ଅପରାଜିତାଙ୍କ ସପକ୍ଷରେ ୧୮ ରୁ ୧୨ ଟି ଭୋଟ ଯାଇଥିଲା । ଯାହା ଭାରତର ବଳିଷ୍ଠ କୁଟନୀତିକୁ ବିଶ୍ବଦରବାରରେ ପୁଣି ଥରେ ଦର୍ଶାଇଥିଲା ।

ଏହାବି ପଢନ୍ତୁ- Rising death cases of Elephants : ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିର୍ଦ୍ଦେଶ

ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନକୁ ଅପରାଜିତ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅପରାଜିତା ଷଡଙ୍ଗୀଙ୍କୁ ଶୁଭେଛା ଜଣାଇଥିଲେ । ରାୱାଣ୍ଡାରୁ ଫେରିବା ପରେ ଗତକାଲି ଅପରାଜିତ ଲୋକସବା ବାଚସ୍ପତି ଓମ ବିର୍ଲାଙ୍କୁ ସାକ୍ଷାତ କରିଥିଲେ । ଆଜି ଅପରାଜିତା ଭୁବନେଶ୍ବର ଫେରିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.