ETV Bharat / state

+2 ବାଣିଜ୍ୟ-କଳା ପରୀକ୍ଷା ଫଳ ବିଳମ୍ବକୁ ନେଇ ଏବିଭିପିର ବୋର୍ଡ଼ ଅଫିସ ଘେରାଉ

ଯୁକ୍ତ ଦୁଇ ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୋର୍ଡ଼ ଅଫିସ ଘେରାଉ ହୋଇଛି ।

author img

By

Published : Jun 19, 2019, 4:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଯୁକ୍ତ ଦୁଇ ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୋର୍ଡ଼ ଅଫିସ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଯେଭଳି ନିର୍ଭୁଲ ପ୍ରକାଶିତ କରାଯାଇଛି, ସେଭଳି ଭାବରେ ଯୁକ୍ତ ଦୁଇ ବାଣିଜ୍ୟ ଓ କଳାର ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ କହିଛନ୍ତି । ତେବେ ରେଜଲ୍ଟ ଏହି ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଅନ୍ୟପଟେ କେତେକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଆବେଦନ ସୀମା ପାଖେଇ ଆସୁଥିବା ବେଳେ ଏଭଳି ରେଜଲ୍ଟ ବିଲମ୍ବ ହେଲେ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରକାଶ କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

SLUG-JAGANNATH MANDIR ISSUE
AVB-MRUTYUNJAY SENAPATI,MAYURBHANJ
DATE-19.06.2O19
ANCHOR- ପଦଯାତ୍ରାରେ ଦ୍ବିତୀୟ ଶ୍ରୀକ୍ଷେତ୍ର ର ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ସେବାୟତ ଓ ରଥ ନିର୍ମାଣ କାରିଗରୀ, ବିଭିନ୍ନ ସମସ୍ୟା କୁ ଧରି ପଦଯାତ୍ରାରେ ୫୦ରୁ ଉର୍ଦ୍ଧ୍ବ ସେବାୟତ।ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ପାଖରୁ ଭୁବନେଶ୍ୱର ନବୀନ ନିବାସ ପଯ୍ୟନ୍ତ ଜାରି ରହିବ ଏହି ପଦଯାତ୍ରା,। ତେବେ ଆଗକୁ ଆସୁଛି ରଥଯାତ୍ରା, ଦୂତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚୟ ଏହି ରଥ କାର୍ଯ୍ୟ ଏବେ ଠପ,, ମାସିକ ଦରମା, ରଥକାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା, ମନ୍ଦିର କାରୁକାର୍ଯ୍ୟ ସହ ଅନ୍ୟ ଅନେକ ଗୁଡ଼ିଏ ସମସ୍ୟା କୁ ଆଖି ଆଗରେ ରଖି ପଦଯାତ୍ରା ରେ ଆଗେଇ ଚାଲିଲେ ଯେ ପଯ୍ୟନ୍ତ ତାଙ୍କର ଦାବି ପୂରଣ ନ କରିଛନ୍ତି ଓଡିଶା ସରକାର, ସେ ପଯ୍ୟନ୍ତ ବନ୍ଦ ରହିବ, ରଥ କାର୍ଯ୍ୟ ଓ ମନ୍ଦିର ରୀତିନୀତି,। ବିଭିନ୍ନ ସମୟରେ ଜିଲ୍ଲାପାଳ, ଓ ବିଧାୟକ, ନେତାମାନେ ତାଙ୍କ କୌଣସି କଥାକୁ ନ ଶୁଣିବାରୁ, ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ଦାବିକୁ ଧରି ଓଡିଶା ସରକାର ଙ୍କ ପାଖରେ ପହଞ୍ଚିବା ପାଇଁ ପଦଯାତ୍ରାରେ ଅଛନ୍ତି ସେବାୟତ ଓ ରଥ କାରୀଗର।। ଆଗକୁ ଆସୁଛି ରଥଯାତ୍ରା, ଯଥାଶୀଘ୍ର ଦାବି ଗୁଡିକୁ ନ ଶୁଣନ୍ତି ତେବେ ଦୁତିୟ ଶ୍ରୀକ୍ଷେତ୍ରରେ ଏ ବର୍ଷ ରୁ ରଥଯାତ୍ରା ବନ୍ଦ ରହିବ ବୋଲି କହିଛନ୍ତି ସେବାୟତ ରଥ କାରିଗର ମାନ। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଵିଦ୍ଧିବଦ୍ଧ ଭାବେ  ଦ୍ବିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ସହ 8 ଦଫା ଦାବି ନେଇ ପଦଯାତ୍ରା ଅରମ୍ଭ କରିଛନ୍ତି।
ବାଇଟ-କମେଶ୍ଵର ତ୍ରିପାଠୀ-ମନ୍ଦିର ପୂଜକ
ବାଇଟ-ଅରୁଣ କୁମାର ମିଶ୍ର-ମୁଖ୍ୟ ପୂଜକ
ବାଇଟ-ମୃତ୍ୟୁଞ୍ଜୟ ମହାପାତ୍ର-ରଥ ମହାରଣା
Visual byte mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.