ETV Bharat / state

ଟ୍ରକ ଧକ୍କାରେ ଯୁବକ ମୃତ

author img

By

Published : Apr 6, 2021, 2:56 PM IST

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ 16 ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଯୁବକ ମୃତ । ମୃତ ଯୁବକର ପରିଚୟ ମିଳିନଥିବାବେଳେ ଦୁର୍ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ...

ଟ୍ରକ ଧକ୍କାରେ ଯୁବକ ମୃତ
ଟ୍ରକ ଧକ୍କାରେ ଯୁବକ ମୃତ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ 16 ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଯୁବକ ମୃତ । ଆଜି(ମଙ୍ଗଳବାର) ସକାଳୁ ଜଣେ ଯୁବକ ରାସ୍ତାରେ ଚାଲି ଯାଉଥିବାବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ ଚକାତଳେ ପଶି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଟ୍ରକ ଧକ୍କାରେ ଯୁବକ ମୃତ

ଘଟଣାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳିନଥିବାବେଳେ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ସେପଟେ ରାସ୍ତା କାମ ଚାଲୁଥିବାବେଳେ ଟ୍ରକ ଗୁଡିକ ଅସାବଧାନତା ଭାବରେ ଗାଡି ଚଳାଚଳ କରୁଥିବାର ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.