ETV Bharat / state

ଜାତୀୟ ରାଜପଥ ଉପରେ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ

author img

By

Published : Jun 4, 2021, 9:01 AM IST

କେନ୍ଦୁଝରରୁ ବ୍ରହ୍ମପୁର ଲୁହା ପଥର ବୋଝେଇ କରି ଯାଉଥିବା ଟ୍ରକରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ...

ଜାତୀୟ ରାଜପଥ ଉପରେ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ
ଜାତୀୟ ରାଜପଥ ଉପରେ ଜଳିଗଲା ଲୁହା ପଥର ବୋଝେଇ ଟ୍ରକ

ଖୋର୍ଦ୍ଧା: ମଳିପଡା ଛକ ନିକଟରେ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ । ୧୬ନଂ ଜାତୀୟ ରାଜପଥର ମଳିପଡା ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । କେନ୍ଦୁଝରରୁ ବ୍ରହ୍ମପୁର ଲୁହା ପଥର ବୋଝେଇ କରି ଯାଉଥିବା ବେଳେ ଘଟିଲା ଅଗ୍ନିକାଣ୍ଡ।

ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିଥିବା ବଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରୁ ଟ୍ରକର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ବେଳ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.