ETV Bharat / state

ଉଦ୍ୟୋଗ ବିଭାଗ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ - ଉଦ୍ୟୋଗ ବିଭାଗର ସଚେତନତା ଶିବିର

ଏମଏସଏମଇ ଏବଂ ପିଏମଇଜିପି ଯୋଜନାରେ ବେକାର ଯୁବକ ଯୁବତୀ ମାନେ ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ କରାଇବା ନେଇ ଖୋର୍ଦ୍ଧା ଜିଲ୍ଲା ବାଘମାରି ଠାରେ ଜିଲ୍ଲା ଉଦ୍ୟୋଗ ବିଭାଗ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ..

aa
ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା ଶିବିର
author img

By

Published : Mar 8, 2020, 7:47 PM IST

ଖୋର୍ଦ୍ଧା: ବାଘମାରି ଠାରେ ଜିଲ୍ଲା ଉଦ୍ୟୋଗ ବିଭାଗ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏମଏସଏମଇ ଏବଂ ପିଏମଇଜିପି ଯୋଜନାରେ ବେକାର ଯୁବକ ଯୁବତୀ ମାନେ ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇପାରିବେ ଓ ଏନେଇ କିପରି ଋଣ ବ୍ୟବସ୍ଥା ରହିଛି ସେ ନେଇ ସଚେତନତା କରାଯାଇଛି ।

ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବାକୁ ସଚେତନତା ଶିବିର

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଳ୍ପଦ୍ୟୋଗୀ, ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ । ଜିଲ୍ଲା ଉଦ୍ୟୋଗ ବିଭାଗର ଅଧିକାରୀ ସୁନୀଲ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ଥାନୀୟ ସରପଞ୍ଚ ଶଶୀ ବିଶ୍ବାଳ ଓ ସମାଜସେବୀ ସୁରଜିତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.