ETV Bharat / state

ଖୋର୍ଦ୍ଧା ଟୋଲଗେଟରେ ବ୍ରାଉନସୁଗାର ଜବତ, 2 ଗିରଫ

author img

By

Published : Jun 12, 2020, 3:59 PM IST

ଜଟଣୀ ଥାନା ଯାଳା ଫାଣ୍ଡି ପୋଲିସର ଚଢାଉ। ଚଢାଉ କରି 60 ଗ୍ରାମ ବ୍ରାଉନସୁଗାର ସହ ଦୁଇ ବେପାରୀ ଗିରଫ । ଅଧିକ ପଢନ୍ତୁ...

ବ୍ରାଉନସୁଗାର ଜବତ, 2 ଗିରଫ
ବ୍ରାଉନସୁଗାର ଜବତ, 2 ଗିରଫ

ଖୋର୍ଦ୍ଧା: ଗଙ୍ଗପଡା ଟୋଲଗେଟରେ ଜଟଣୀ ଥାନା ଯାଳା ଫାଣ୍ଡି ପୋଲିସର ଚଢାଉ। ଚଢାଉ କରି 60 ଗ୍ରାମ ବ୍ରାଉନସୁଗାର ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ପୋଲିସ ।

ସେମାନଙ୍କ ନିକଟରୁ ପୋଲିସ ନଗଦ 1350 ଟଙ୍କା ଓ ଦୁଇଟି ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଖୋର୍ଦ୍ଧା ନବିନାବାଗ ଓ ନୟାଗଡ ରଣପୁର ଥାନା ଅଞ୍ଚଳରେ ବୋଲି ଜଣାପଡିଛି ।

ତେବେ ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ 6ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.