ETV Bharat / state

ଡକାୟତି ଉଦ୍ୟମ ପଣ୍ଡ, 6 ଡକାୟତ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ନିକଟ ରାସ୍ତାରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ ।

author img

By

Published : Nov 10, 2019, 1:29 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: 6 ଜଣ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ। ଶନିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ନିକଟ ରାସ୍ତାରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପୋଲିସ ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର, ୩ଗୋଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି। ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଏସକେ ଫରିଦ, ସବୀର ଖାନ, କୃଷ୍ଣ ବେହେରା,ଏସକେ ନଜୀମୁଦ୍ଦିନ, ସୁଶାନ୍ତ ସୁନ୍ଦରାୟ, ଅମୀୟ ପରିଜା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:୬ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ

Body:ଖୋର୍ଦ୍ଧା : ଡକାୟତି ଯୋଜନା ପଣ୍ଡ,୬ଡକାୟତ ଗିରଫ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଜଟଣୀ କିଷ୍ଟ କଲେଜ ନିକଟ ରାସ୍ତାରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣ ଡକାୟତଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ । ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ,୩ଗୋଟି ବାଇକ ଓ ଗୋଟିଏ ଅଟୋ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏସକେ ଫରିଦ, ସବୀର ଖାନ,କୃଷ୍ଣ ବେହେରା,ଏସକେ ନଜୀମୁଦ୍ଦିନ,ସୁଶାନ୍ତ ସୁନ୍ଦରାୟ,ଅମୀୟ ପରିଜା ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.