ETV Bharat / state

ପୁଣି କୋରୋନା ପଞ୍ଝାରେ ଖୋର୍ଦ୍ଧାର 41 - କୋରୋନା ଅପଡେଟ

ରାଜ୍ୟରେ କାୟା ବିସ୍ତାର କରିଛି କୋରୋନା । ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ଏବେ ସବୁ ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଖୋର୍ଦ୍ଧାରୁ ପୁଣି 41 ଜଣ କୋରୋନା ଚିହ୍ନଟ ହୋଇଛି । ଅଧିକ ପଢନ୍ତୁ...

କୋରୋନା ପଞ୍ଝାରେ ଖୋର୍ଦ୍ଧାର ପୁଣି  41
କୋରୋନା ପଞ୍ଝାରେ ଖୋର୍ଦ୍ଧାର ପୁଣି 41
author img

By

Published : Jul 28, 2020, 10:16 AM IST

ଖୋର୍ଦ୍ଧା: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା। ଖୋର୍ଦ୍ଧା ଜିଲ୍ଲାରେ ମାଡି ଚାଲିଛି ଏହି ଭାଇରସର ଚେର । ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରେ 41 ଜଣ ଆକ୍ରାନ୍ତ ଚିହ୍ନଟ । ଟ୍ୱିଟ କରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରୋନା ପଞ୍ଝାରେ ଖୋର୍ଦ୍ଧାର ପୁଣି  41
କୋରୋନା ପଞ୍ଝାରେ ଖୋର୍ଦ୍ଧାର ପୁଣି 41

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଳକାଟି ବ୍ଲକରୁ 5,ବାଲିପାଟଣା 1, ବାଲୁଗାଁ 16, ଜଟଣୀ 5, ଖୋର୍ଦ୍ଧା ସହରରୁ 5, ଟାଙ୍ଗି 2, ବାଣପୁର 2,ହଳଦିଆ 4 ଏବଂ ବୋଲଗଡ଼ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ସେହିପରି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 16ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିବା ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.