ETV Bharat / state

ରାଜଧାନୀରେ ପୁଣି ଚିହ୍ନଟ 321 କୋରୋନା ଆକ୍ରାନ୍ତ, ଆଜି ସୁସ୍ଥ 331 - ମୃତକଙ୍କ ସଂଖ୍ୟା 114

ରାଜଧାନୀରେ ଆଜି ଚିହ୍ନଟ ହୋଇଛନ୍ତି 321 ଆକ୍ରାନ୍ତ, ଏପଟେ ସୁସ୍ଥ ହେଲେ 311 ଜଣ। ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ବଢୁଛି ସ୍ଥାନୀୟ ସଂକ୍ରମଣ । ସମ୍ପୁର୍ଣ୍ଣ ପଢନ୍ତୁ.........

321 new possitive
321 new possitive
author img

By

Published : Oct 10, 2020, 6:11 PM IST

ଭୁବନେଶ୍ବର: ରାଜଧାନୀରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ଆଉ 321 ଜଣ କୋରୋନା ଆକ୍ରାନ୍ତ । ଏଥି ସହିତ 331 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତ ମଧ୍ୟରେ 83 ଜଣ ଗୃହ ସଂଗରୋଧରେ ଥିବାବେଳେ 238 ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜଧାନୀରେ ମୃତକଙ୍କ ସଂଖ୍ୟା 114 ରେ ପହଞ୍ଚିଛି ।

ହୋମ କ୍ବୋରେଣ୍ଟାଇନରୁ ଚିହ୍ନଟ 83 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡାରୁ 5ଜଣ, ଗଜପତି ନଗରରୁ 3 , ବମୀଖାଲରୁ 3 , ଭିଏସଏସ ନଗରରୁ 4, ଆଇଗିଣିଆରୁ 5 , ଆଇଆରସି ଭିଲେଜରୁ 4, ଜୟଦେବ ବିହାରରୁ 3, ନୟାପଲିରୁ 4, ଓଲ୍ଡ ଟାଉରୁୁ 5, ପଟିଆରୁ 3 ,ରସୁଲଗଡ଼ରୁ 3 ଓ 4 ଜଣ ଶୈଳଶ୍ରୀ ବିହାର ଅଞ୍ଚଳର ହୋଇଥିବା ଜଣାପଡିଛି । ସେହିପରି ସ୍ଥାନୀୟ 238 ଜଣ ସଂକ୍ରମିତ ମଧ୍ୟରୁ ପଟିଆରୁ 13 ଜଣ, ରସୁଲଗଡ଼13 ଜଣ, ଓଲଡ଼ ଟାଉନ12, ଡୁମ ଡୁମାରୁ 5 ,ଭରତପୁର 4, ଚନ୍ଦ୍ରଶେଖରପୁରରୁ 7, ବମୀଖାଲରୁ 9, ଆରଚାର୍ଯ୍ୟ ବିହାରରୁ 6, ଶୈଳେଶ୍ରୀ ବିହାରରୁ 9, ବରମୁଣ୍ଡାରୁ 7, ଝାରପଡ଼ାରୁ 5, ଲକ୍ଷ୍ମୀ ସାଗରୁ 5, ପାତ୍ରପଡାରୁ 5. 9 ଜଣ ମଞ୍ଚେଶ୍ୱର, 7 ଜଣ ନୟାପଲି, ନୀଳାଦ୍ରି ବିହାରରୁ 9, ସୁନ୍ଦରପଦାରୁ 6 ,ୟୁନିଟ 8 ଅଂଚଳରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜଧାନୀ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖା 25 ହଜାର 174 ଛୁଇଁଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି 21 ହଜାର 5ଶହ 45 ଆକ୍ରାନ୍ତ । ସେହିପରି 3 ହଜାର 4 ଶହ 94 ସକ୍ରୀୟ ମାମଲା ଥିବା ବେଳେ ମୃତ୍ୟୁ ସଂଖ୍ୟା 114 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.