ETV Bharat / state

ରାଜ୍ୟରେ ସୁସ୍ଥ ହେଲେ ଆଉ 2622, ଖୋର୍ଦ୍ଧାରୁ ସର୍ବାଧିକ - total number 252197

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ 2622 ଆକ୍ରାନ୍ତ । ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,52,197ରେ ପହଞ୍ଚିଲା । ପଢନ୍ତୁ ଅଧିକ ......

ରାଜ୍ୟରେ ସୁସ୍ଥ ହେଲେ 2622, ଖୋର୍ଦ୍ଧାରୁ ସର୍ବାଧିକ

author img

By

Published : Oct 20, 2020, 9:36 PM IST

ଭୁବନେଶ୍ବର: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ 2622 ଆକ୍ରାନ୍ତ । ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ ହୋଇଥିବା ଜଣାପଡିଛି । ଏହା ସହ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2,52,197ରେ ପହଞ୍ଚିଛି । 30ଟି ଜିଲ୍ଲାରେ 2622 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ହେଲେ ଆଉ 2622, ଖୋର୍ଦ୍ଧାରୁ ସର୍ବାଧିକ

ଖୋର୍ଦ୍ଧାରେ ସର୍ବାଧିକ 431 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 197, ଯାଜପୁରରେ 93, ଅନୁଗୁଳରେ 216, ସୁନ୍ଦରଗଡରେ 125, ବାଲେଶ୍ବରରେ 99, ସମ୍ବଲପୁରରେ 85, ମୟୂରଭଞ୍ଜରେ 131, ବଲାଙ୍ଗୀରରେ 114, ପୁରୀରେ 65, କଳାହାଣ୍ଡିରେ 118, ବରଗଡରେ 91, କେନ୍ଦ୍ରାପଡାରେ 70, ଜଗତସିଂହପୁରରେ 59, ଝାରସୁଗୁଡ଼ାରେ 89, କୋରାପୁଟରେ 55, କେନ୍ଦୁଝରରେ 32, ନବରଙ୍ଗପୁରରେ 52, ସୋନପୁରରେ 60, ଭଦ୍ରକରେ 46, କନ୍ଧମାଳରେ 38, ଢେଙ୍କାନାଳରେ 25, ନୟାଗଡରେ 39, ବୌଦ୍ଧରେ 32, ରାୟଗଡାରେ 9, ଗଂଜାମରେ 35, ଦେଓଗଡରେ 14, ଷ୍ଟେଟପୋଲରେ 79 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.