ETV Bharat / state

ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଚେନ୍ନାଇରୁ ଫେରିଲେ 253 ପ୍ରବାସୀ ଓଡିଆ - ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡିଆ

ଶନିବାର ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ । ପ୍ରବାସୀମାନେ ଷ୍ଟେସନରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ କରାଯାଇ ସେମାନଙ୍କ ଜିଲ୍ଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେକ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଥିବା ସୂଚନା ମିଳିଛି ।

ଚେନ୍ନାଇରୁ ଫେରିଲେ 253ଜଣ ପ୍ରବାସୀ ଓଡିଆ
ଚେନ୍ନାଇରୁ ଫେରିଲେ 253ଜଣ ପ୍ରବାସୀ ଓଡିଆ
author img

By

Published : May 16, 2020, 3:13 PM IST

Updated : May 16, 2020, 3:42 PM IST

ଖୋର୍ଦ୍ଧା: ଚେନ୍ନାଇ ସହରରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଆଣି ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଞ୍ଚିଛି ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ । ଶନିବାର ମଧ୍ୟାହ୍ନରେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହି ଟ୍ରେନ ପହଞ୍ଚିବା ପରେ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଛନ୍ତି ।

ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଚେନ୍ନାଇରୁ ଫେରିଲେ 253 ପ୍ରବାସୀ ଓଡିଆ

ଚେନ୍ନାଇରୁ ଓଡ଼ିଶାର 15ଟି ଜିଲ୍ଲାର 253 ଜଣ ପ୍ରବାସୀ ଫେରିଥିବା ଜଣାପଡିଛି । ପ୍ରବାସୀମାନେ ଷ୍ଟେସନରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ କରାଯାଇଛି । ଏହାପରେ ସେମାନଙ୍କ ଜିଲ୍ଲାରୁ ଆସିଥିବା ସ୍ବତନ୍ତ୍ର ବସ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତ ହୋଇ ରହିଥିବା କ୍ବାରେନଣ୍ଟାଇନ ସେଣ୍ଟରକୁ ପଠାଯାଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 16, 2020, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.