ETV Bharat / state

ଖୋର୍ଦ୍ଧାରେ ଲୁଟ, ବନ୍ଧୁକ ଦେଖାଇ ନେଇଗଲେ 23 ଲକ୍ଷ

author img

By

Published : Jan 24, 2020, 4:06 PM IST

Updated : Jan 24, 2020, 4:57 PM IST

23 lakh loot in khordha
ଖୋର୍ଦ୍ଧାରେ ଲୁଟ, ବନ୍ଧୁକ ଦେଖାଇ ନେଇଗଲେ 23 ଲକ୍ଷ

15:58 January 24

ଖୋର୍ଦ୍ଧା: ବନ୍ଧୁକ ମୁନରେ 23ଲକ୍ଷ ଲୁଟ । ଖୋର୍ଦ୍ଧା ଟିଏଲସି ରୋଡରୁ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ଲୁଟିନେଲେ 23ଲକ୍ଷ ଟଙ୍କା । ଲୁଟର ଶିକାର ହୋଇଥିବା ଯୁବକ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ବାପୁଜି ମହାରଣା ବୋଲି ଜଣାପଡିଛି । 

ବାପୁଜି ଟଙ୍କା କଲେକ୍ସନ କରି ଆସୁଥିବାବେଳେ 5ଜଣ ଦୁର୍ବୁତ୍ତ 3ଟି ମଟର ସାଇକେଲରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବନ୍ଧୁକ ମୁନରେ 23ଲକ୍ଷ ଲୁଟ

Body:ଖୋର୍ଦ୍ଧା ଟିଏଲସି ରୋଡ଼ରୁ ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ଲୁଟିନେଲେ 23ଲକ୍ଷ ଟଙ୍କା । ଲୁଟର ଶିକାର ହୋଇଥିବା ଯୁବକ ଜଣକ ଜଟଣୀ କୁଦିଆରୀ ଅଞ୍ଚଳର ବପୁଜି ମହାରଣା ବୋଲି ଜଣାପଡ଼ିଛି । ବାପୁଜି ଟଙ୍କା କଲେକ୍ସନ କରି ଆସୁଥିବା ବେଳେ 5ଜଣ ଦୁର୍ବୁତ୍ତ 3ଟି ମଟର ସାଇକେଲରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Conclusion:ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jan 24, 2020, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.