ETV Bharat / state

ଦୁଇ ମୋବାଇଲ ଲୁଟେରା ଗିରଫ - khurda snatch news

ଖୋର୍ଦ୍ଧା, ଜଙ୍କିଆ, ଶିଳ୍ପାଞ୍ଚଳ ଏରିଆ ଏବଂ 16ନଂ ଜାତୀୟ ରାଜପଥ ଉପରୁ ମୋବାଇଲ ଓ ଚେନ ହେଉଥିଲା ଲୁଟ । ଏହି ମାମଲାରେ ଦୁଇ ମୋବାଇଲ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 24, 2019, 8:02 PM IST

ଖୋର୍ଦ୍ଧା : ଦୁଇ ମୋବାଇଲ ଲୁଟେରା ଗିରଫ । ଉକ୍ତ ଲୁଟେରାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ । ସୁଚନା ଅନୁଯାୟୀ ଦୀର୍ଘଦିନ ଧରି ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ମୋବାଇଲ ଲୁଟ ହେଉଥିଲା । ଆଜି ଏହାର ପର୍ଦ୍ଦାଫାସ କରି ଦୁଇଜଣ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଶିଳ୍ପାଞ୍ଚଳ ପୋଲିସ ।

ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଅଞ୍ଚଳର ଅବଦୁଲ ମୁବାରଖ ଓ ଫାରୁକ ଖାନ । ଏମାନଙ୍କ ଠାରୁ 19ଟି ମୋବାଇଲ ଫୋନ ଏବଂ ଏକ ପଲସର ମଟର ସାଇକେଲ ଜବତକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବିଶେଷକରି ଏହି ଲୁଟେରା ମାନେ ଖୋର୍ଦ୍ଧା, ଜଙ୍କିଆ, ଶିଳ୍ପାଞ୍ଚଳ ଏରିଆ ଏବଂ 16ନଂ ଜାତୀୟ ରାଜପଥ ଉପରୁ ମୋବାଇଲ ଓ ଚେନ ଲୁଟୁଥିବା ଜଣାଇଛନ୍ତି ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ। ଏଥିସହ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ବହୁ ମାମଲା ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦୁଇ ମୋବାଇଲ ଲୁଟେରା ଗିରଫ

ଖୋର୍ଦ୍ଧା : ଦୁଇଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ । Body:ସୁଚନା ଅନୁଯାଇ ଦୀର୍ଘଦିନ ଧରି ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ମୋବାଇଲ ଲୁଟ ହେଉଥିଲା । ଆଜି ଏହାର ପର୍ଦାଫାସ କରି ଦୁଇଜଣ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଶିଳ୍ପାଞ୍ଚଳ ପୋଲିସ । ଏମାନେ ହେଲେ ଖୋର୍ଦ୍ଧା ମୁକୁନ୍ଦପ୍ରଶାଦ ଅଂଚଳର ଅବଦୁଲ ମୁବାରଖ ଓ ଫାରୁକ ଖାନ । ଏମାନଙ୍କ ଠାରୁ 19ଟି ମୋବାଇଲ ଫୋନ ଏବଂ ଏକ ପଲସର ମଟର ସାଇକେଲ ଜବତକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । Conclusion:ବିଶେଷକରି ଏହି ଲୁଟେରା ମାନେ ଖୋର୍ଦ୍ଧା , ଜଙ୍କିଆ,ଶିଳ୍ପାଞ୍ଚଳ ଏରିଆ ଏବଂ 16ନଂ ଜାତୀୟ ରାଜପଥ ଉପରୁ ମୋବାଇଲ ଓ ଚେନ ଲୁଟୁଥିବା ଜଣାଇଛନ୍ତି ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ । ଏଥି ସହ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ବହୁ ମାମଲା ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.