ଖୋର୍ଦ୍ଧା: ରାଜ୍ୟରେ ସଂକ୍ରମିତ ମାମଲା ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି । ଜିଲ୍ଲା ଉପଖଣ୍ଡରୁ 19 କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଖୋର୍ଦ୍ଧା ସହରରୁ 10 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ମେଣ୍ଢାଶାଳରୁ 4, ବେଗୁନିଆରୁ 3 ଓ ଜଟଣୀରୁ 2 ଜଣ କୋରୋନା ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ