ETV Bharat / state

ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ 100 କୋରୋନା ପଜିଟିଭ ରିପୋର୍ଟ

author img

By

Published : Jul 30, 2020, 11:29 AM IST

ରେକର୍ଡ ସୃଷ୍ଟି କଲା ଖୋର୍ଦ୍ଧା ଉପଖଣ୍ଡ । ଗୋଟିଏ ଦିନରେ 100ଟି କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ 100 କୋରୋନା ପଜିଟିଭ ରିପୋର୍ଟ
ଖୋର୍ଦ୍ଧାରେ ଗୋଟିଏ ଦିନରେ ସର୍ବାଧିକ 100 କୋରୋନା ପଜିଟିଭ ରିପୋର୍ଟ

ଖୋର୍ଦ୍ଧା: ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ସମେତ ଖୋର୍ଦ୍ଧା ଉପଖଣ୍ଡରେ ବୃଦ୍ଧି ପାଉଛି । ସେହିଭଳି ଆଜି(ବୁଧବାର) ଉପଖଣ୍ଡରୁ ସର୍ବାଧିକ 100 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧା ସହରରୁ 4 ଜଣ ସଂକ୍ରମିତ ରହିଛନ୍ତି।

ସେହିପରି ଟାଙ୍ଗିରୁ 19 ଜଣ, ବାଲୁଗାଁରୁ 9, ବାଲିପାଟଣାରୁ 2, ବାଣପୁରରୁ 16, ବୋଲଗଡ 19, ବାଳକାଟିରୁ 10, ମେଣ୍ଢାସାଳରୁ 5, ବେଗୁନିଆରୁ 8 ଏବଂ ଜଟଣୀରୁ 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.