ETV Bharat / state

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲା ଯୁବକ - ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

କେନ୍ଦୁଝର ବଡବିଲ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ବିଫଳ ହୋଇ ଧରା ପଡିଯିବାକୁ ଗ୍ରାମବାସୀଙ୍କୁ ଛେଚା ଖାଇଲା ଅଭିଯୁକ୍ତ । ଅଧିକ ପଢନ୍ତୁ....

attempt  to rape a minor
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲା ଯୁବକ
author img

By

Published : Mar 18, 2020, 10:06 AM IST

Updated : Mar 18, 2020, 10:22 AM IST

କେନ୍ଦୁଝର: ଜିଲ୍ଲାର ବଡବିଲ ମନ୍ଦିର ନିକଟସ୍ଥ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ବିଫଳ ହୋଇ ଧରା ପଡିଯିବାରୁ ଗ୍ରାମବାସୀଙ୍କ ଠାରୁ ଛେଚା ଖାଇଲେ ଯୁବକ । ଅଭିଯୁକ୍ତ ଜଣକ ହେଲା ସେହି ଅଞ୍ଚଳର ସୁବାଷ ।

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲା ଯୁବକ

ସୂଚନାଯୋଗ୍ୟ, ଗତକାଲି ପୀଡିତା ଜଣକ ଜାଳେଣି ପାଇ ଘର ଅଗଣାକୁ ଯାଇଥିଲା । ଏହି ସମୟରେ ସମ୍ପୃକ୍ତ ଯୁବକ ନାବାଳିକାକୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିବାବେଳେ ପୀଡିତା ଜଣକ ଚିତ୍କାର କରିବାକୁ ଲାଗିଥିଲେ। ତେବେ ଝିଅର ଚିତ୍କାର ଶୁଣି ବାପା ଘଟଣା ସ୍ଥଳରେ ପହିଞ୍ଚିଯିବାରୁ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ହେଲେ ପରେ ସ୍ଥାନୀୟବାସୀଙ୍କ ଦ୍ବାରା ଧରା ପଡିଥିଲା । ଏହା ପରେ ସେମାନେ ତାକୁ ମାଡ ମାରିବା ସହ ଏକ ଘରେ ବନ୍ଦ କରିଦେଇଥିଲେ ।

ସେପଟେ, ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Mar 18, 2020, 10:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.