ETV Bharat / state

ଟ୍ରେନ ଧକ୍କାରେ ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ

author img

By

Published : Jun 17, 2020, 6:23 PM IST

ଆତ୍ମହତ୍ୟା ନା ଦୁର୍ଘଟଣା ? ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଛି । ଯୋଡା଼ ଥାନା ଅନ୍ତର୍ଗତ ଦେଓଝର ଷ୍ଟେସନ ଠାରୁ ଜଣେ ଯୁବକହ୍କର ମୃତ ଦେହ ଉଦ୍ଧାର ପରେ । ଅଧିକ ପଢନ୍ତୁ..

train-accident
train-accident

କେନ୍ଦୁଝର: ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ଷ୍ଟେସନ ଠାରୁ କିଛି ଦୂରରେ ଏହି ଘଟଣା ଘଟିଛି । ମୃତକ ହେଲେ କୋହ୍ଲ ହୁଣ୍ଡୁଳା ଗାଁର ନାଜିର ମୁଣ୍ଡା ।

ଟ୍ରେନ ଧକ୍କାରେ ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ

ଟ୍ରେନ ଧାରଣା ନିକଟରେ ଥିବା ଏକ ନାଳ ପାଖରେ ମୃତ୍ୟୁ ଦେହ ପଡିଥିବା ଦେଖା ଯାଇଥିଲା । ପ୍ରକାଶ ଯେ ଯୁବକ ଜଣକ ମଙ୍ଗଳବାର ରାତିରୁ ଘରୁ ଚାଲିଯାଇଥିବା ବେଳେ, ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ପରିବାର ଲୋକଙ୍କୁ ପଚରାଉଚୁରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.