ETV Bharat / state

ଆନନ୍ଦପୁରରେ ପ୍ରବଳ ବର୍ଷା, ବଢୁଛି ବିଭିନ୍ନ ନଦୀର ଜଳସ୍ତର - water level increase

ସାରା ଓଡିଶାରେ ଲାଗିରହିଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଆଉ ବର୍ଷା ଫଳରେ କେନ୍ଦୁଝର ଆନନ୍ଦପୁରର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର
author img

By

Published : Sep 7, 2019, 2:35 PM IST

ଆନନ୍ଦପୁର: ଗତକାଲି ରାତିରେ ଆନନ୍ଦପୁର ଉପଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେମାଳ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି ।

ଡ୍ୟାମର ଜଳଧାରଣ କ୍ଷମତା ୧୨୧ ମିଟର ଥିବାବେଳେ ଜଳସ୍ତର ୧୨୦.୫୦ମିଟର ରହିଛି । ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୪ ଟି ଗେଟରୁ ଗୋଟିଏ ଗେଟ୍ ଖୋଲା ଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଆନନ୍ଦପୁର

ଏହି ଜଳ ଯାଇ କୁଶେଇ ନଦୀରେ ମିଶୁଥିବାରୁ କୁଶେଇ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଫଳରେ ନଦୀର ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ଗତକାଲି ରାତିରେ ଆନନ୍ଦପୁର ଉପଖଣ୍ଡ ରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେମାଳ ଡ୍ୟାମର ଜଳସ୍ତର ବୃଦ୍ଧି ପାଉଛି।ଡ୍ୟାମର ଜଳଧାରଣ କ୍ଷମତା ୧୨୧ ମିଟର ଥିବାବେଳେ ଜଳସ୍ତର ୧୨୦.୫୦ମିଟର ରହିଛି । ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ୪ ଟି ଗେଟ୍ ରୁ ଗୋଟିଏ ଗେଟ୍ ଖୋଲା ଯାଇଛି । ଏହି ଜଳ ଯାଇ କୁଶେଇ ନଦୀ ରେ ମିଶୁଥିବା ରୁ କୁଶେଇ ନଦୀ ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଫଳରେ ନଦୀ ର ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.