ETV Bharat / state

କେନ୍ଦୁଝରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

author img

By

Published : Nov 1, 2019, 7:19 PM IST

କେନ୍ଦୁଝର ଜିଲ୍ଲାରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି ଅବସରରେ ସ୍ଥାନୀୟ ଦରବାର ହଲ ଠାରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଶୁକ୍ରବାର କେନ୍ଦୁଝର ଜିଲ୍ଲାରେ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି ଅବସରରେ ସ୍ଥାନୀୟ ଦରବାର ହଲ ଠାରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହର ଅଧ୍ୟକ୍ଷତା ଜିଲ୍ଲାପାଳ ଆଶିଷ ଠାକରେ କରିଥିବାବେଳେ ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡିଏସପି ଭିଜିଲାନ୍ସଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦୁର୍ନୀତି କିପରି ରୋକାଯାଇପାରିବ ସେନେଇ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବୁରୁ ଆୟୋଜିତ ବକ୍ତୃତା, ଆର୍ଟ ଆଦିରେ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ ଅତିଥିମାନେ । ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତBody:ଆଙ୍କର- ସରକାର ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କାର୍ଯ୍ୟ କରିବା ପାଇଁ ସଦା ତତ୍ପର । ଏଥିପାଇଁ ସରକାର ଙ୍କ ପକ୍ଷରୁ ଦୁର୍ନୀତି କରୁଥିବା କର୍ମଚାରୀଙ୍କୁ ଅଙ୍କୁଶ ଲଗାଇବା ପାଇଁ ଦୁର୍ନୀତି ନିବାରଣ ବିଭାଗ ଗଠନ କରିଛନ୍ତି । ଉକ୍ତ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯିବ ।ଏହି ଅବସରରେ ସ୍ଥାନୀୟ ଦରବାର ହଲ ଠାରେ ଏକ ସମରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡିଏସପି ଭିଜିଲାନ୍ସଙ୍କ ସହ ବହୁ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବିଭିନ୍ନ କ୍ଷେତ୍ରର ମାନଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦୁର୍ନୀତି କିପରି ରୋକାଯାଇପାରିବ ସେନେଇ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବୁରୁ ଆୟୋଜିତ ବକ୍ତୃତା, ଆର୍ଟ ଆଦିରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ ।କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ ।
ବାଇଟ- ଆଶିଷ ଠାକରେ ( ଜିଲ୍ଲାପାଳ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.