ETV Bharat / state

ଏକାଠି ଜୀବନ ହାରିଲେ ଦିଅର ଭାଉଜ !

author img

By

Published : Jan 13, 2020, 1:53 PM IST

ପାଟଣାଥାନା ନୂଆବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର । ମୃତକ ଦୁଇଜଣ ସମ୍ପର୍କରେ ଦିଅର-ଭାଉଜ ହୋଇଥିବା ସୂଚନା ।

two dead body
ଏକାଠି ଜୀବନ ହାରିଲେ ଦିଅର ଭାଉଜ !

କେନ୍ଦୁଝର: ପାଟଣାଥାନା ନୂଆବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର । ମୃତକ ଦୁଇଜଣ ସମ୍ପର୍କରେ ଦିଅର ଭାଉଜ ହୋଇଥିବା ସୂଚନା ।

ଏକାଠି ଜୀବନ ହାରିଲେ ଦିଅର ଭାଉଜ !

ମୃତକ ଦ୍ବୟ ହେଉଛନ୍ତି ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ ଓ ସମ୍ପର୍କୀୟ ଦିଅର ତଥା ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ । ସେପଟେ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ମୃତଦେହ ନିକଟରେ କୀଟନାଶକ ଔଷଧ ପଡିଥିବାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଅନ୍ୟପଟେ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚିବା ସହ ମୃତଦେହ ଦୁଇଟିକୁ ଜବତ କରିଛି । ଏହାସହ କୀଟନାଶକ ବୋତଲ ମଧ୍ୟ ଜବତ କରିଛି । ତେବେ ଏହି ଆତ୍ମହତ୍ୟା ପ୍ରେମଜନିତ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ୍-ଘର ଭିତରୁ ଦୁଇଟି ମୃତଦେହ ଠାବBody:ଆଙ୍କର- କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ୨ ଜଣଙ୍କ ମୃତ ଦେହ ଠାବ ହୋଇଛି ମୃତକ ମଧ୍ୟରେ ଜଣେ ବିବାହିତା ମହିଳା ଥିବା ବେଳେ ଅନ୍ୟ ଜଣେ ଯୁବକ ଉଭୟ ସମ୍ପର୍କରେ ଦିଅର ଭାଉଜ ହୋଇଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ଅଛି ମୃତଦେହ ନିକଟରେ କୀଟନାଶକ ଔଷଧ ପଡିଥିବାବେଳେ ପ୍ରେମ ଜନିତ କାରଣ ରୁ ଉଭୟ ଆତ୍ମହତ୍ୟା କରି ଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି।ମୃତକ ହେଉଛନ୍ତି ଗ୍ରାମର ଚନ୍ଦ୍ରଶେଖର ନାଏକ ଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ(୨୫) ଏବଂ ସମ୍ପର୍କୀୟ ଦିଅର ଉକ୍ତ ଗ୍ରାମର ରାବଣ ନାଏକ ଙ୍କ ପୁଅ ସଞ୍ଜୟ ନାଏକ(୨୪) ଘଟଣାସ୍ଥଳରେ ପାଟଣା ପୋଲିସ ପହଁଚି ଦୁଇ ମୃତଦେହ କୁ ଜବତ କରିବା ସହିତ ମୃତଦେହ ନିକଟରୁ କୀଟନାଶକ ବୋତଲ ଜବତ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.