ETV Bharat / state

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଛାତ୍ରଛାତ୍ରୀଙ୍କ ସଚେତନତା ରାଲି - traffic awarness rally by student

୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ  କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି  ।

traffic awarness rally
ସଡ଼କ ସୁରକ୍ଷା ରାଲି
author img

By

Published : Jan 16, 2020, 10:58 PM IST

ଆନନ୍ଦପୁର: ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି । ଏଥିରେ କଲେଜର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ କିପରି ଗାଡି ଚଲାଇବାବେଳେ ହେଲମେଟ, ସିଟବେଲ୍ଟ ଓ ସବୁ ନିୟମ ମାନି ଚଳିବାକୁ ସ୍ଲୋଗାନ ଦେବା ସହ ଏକ ରାଲିକରି ସହର ପରିକ୍ରମା କରି ଜନ ସାଧାରଣ ମାନଙ୍କୁ ସଚେତନ କରିଥିଲେ।

ସଡ଼କ ସୁରକ୍ଷା ରାଲି

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜ ପଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି ଏଥିରେ କଲେଜ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀର ମାନେ ଯୋଗଦେଇ କିପରି ଗାଡି ଚଲାଇବାବେଳେ ହେଲମେଟ.ସିଟବେଲ୍ଟ.ଓ ସବୁ ନିୟମ ମାନି ଚଳିବାକୁ ସ୍ଲୋଗାନ ଦେଇ ରାଲିକରି ସହର ପରିକ୍ରମାକରି ଜନ ସାଧାରଣ ମାନଙ୍କୁ ସଚେତନ କରିଥିଲେ।

ବାଇଟି-୧-ଅଲିଭା ଦୀପାଳି ଜେନା,ଛାତ୍ରୀ
ବାଇଟି-୨-ଅମୂଲ୍ୟ ଚରଣ ସାହୁ,ଅଧ୍ୟାପକBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.