ETV Bharat / state

ବାଇକ ଶୋଭାଯାତ୍ରା କରି ଟ୍ରାଫିକ ସଚେତନତା ବାର୍ତ୍ତା ବାଣ୍ଟିଲା ପୋଲିସ

author img

By

Published : Jan 16, 2020, 7:47 PM IST

ଚଳିତ ବର୍ଷ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ କରାଯାଉଥିବା ବେଳେ ଗୁରୁବାର କେନ୍ଦୁଝର ପୋଲିସ ପକ୍ଷରୁ ଏକ ଟ୍ରାଫିକ ସଚେତନତା ଅଭିଯାନ କରାଯାଇଛି  ।

raffic awarness
ଟ୍ରାଫିକ ସଚେତନତା ବାଣ୍ଟିଲେ କେନ୍ଦୁଝର ପୋଲିସ

କେନ୍ଦୁଝର: ଚଳିତ ବର୍ଷ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ କରାଯାଉଥିବାବେଳେ ଗୁରୁବାର କେନ୍ଦୁଝର ପୋଲିସ ପକ୍ଷରୁ ଏକ ଟ୍ରାଫିକ ସଚେତନତା ଅଭିଯାନ କରାଯାଇଛି ।

ଟ୍ରାଫିକ ସଚେତନତା ବାଣ୍ଟିଲେ କେନ୍ଦୁଝର ପୋଲିସ

ଏହି ଅଭିଯାନରେ ଶତାଧିକ ପୋଲିସ କର୍ମଚାରୀମାନେ ପ୍ରଥମେ ସ୍ଥାନୀୟ ଲାବଣ୍ୟ ଛକ ନିକଟରୁ ଏକ ବାଇକ ଶୋଭାଯାତ୍ରାରେ ହେଲମେଟ ପିନ୍ଧି ସଚେତନତା ସୃଷ୍ଟି କରିଥିଲେ । ପରେ ସମସ୍ତ ଟ୍ରାଫିକ ଛକରେ ପୋଲିସ କର୍ମଚାରୀମାନେ ଫୁଲ ଓ ଚକୋଲେଟ ଦେଇ ହେଲମେଟ ପିନ୍ଧିବା ନେଇ ଲୋକମାନଙ୍କୁ ସଚେତନତା କରିଥିଲେ । ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ - ବାଇକ ଶୋଭାଯାତ୍ରା କରି ଟ୍ରାଫିକ ସଚେତନତା ବାଣ୍ଟିଲେ ପୋଲିସBody:ଆଙ୍କର - ଦିନକୁ ଦିନ ଦୁର୍ଘଟଣାରେ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସରକାର ନୂତନ ଆଇନ ମାଧ୍ୟମରେ ଟ୍ରାଫିକ ନିୟମ କୁ କଡାକଡ଼ି ମଧ୍ୟ ଲାଗୁକଲେଣି । ଏହା ସହ ଲୋକଙ୍କ ମଧ୍ୟରେ ଟ୍ରାଫିକ ସଚେତନତା ବଢ଼େଇବା ପାଇଁ ସଚେତନତା ସଭା, ଶୋଭାଯାତ୍ରା ମଧ୍ୟ କରୁଛନ୍ତି । ଚଳିତ ବର୍ଷ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଛି । ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଟ୍ରାଫିକ ସଚେତନତା ଅଭିଯାନ ମାନ କରାଯାଉଛି । ଆଜି କେନ୍ଦୁଝର ପୋଲିସ ପକ୍ଷରୁ ଏକ ଟ୍ରାଫିକ ସଚେତନତା ଅଭିଯାନ କରାଯାଇଥିଲା । ପ୍ରଥମେ ସ୍ଥାନୀୟ ଲାବଣ୍ୟ ଛକ ନିକଟରୁ ଶତାଧିକ ପୋଲିସ କର୍ମଚାରୀ ମାନେ ଏକ ବାଇକ ଶୋଭାଯାତ୍ରାରେ ହେଲମେଟ ପିନ୍ଧି ସଚେତନତା ସୃଷ୍ଟି କରିଥିଲେ । ପରେ ସମସ୍ତ ଟ୍ରାଫିକ ଛକରେ ପୋଲିସ କର୍ମଚାରୀ ମାନେ ଫୁଲ ଓ ଚକଲେଟ ଦେଇ ହେଲମେଟ ପିନ୍ଧିବା ନେଇ ସଚେତନତା କରିଥିଲେ । ଏହାକୁ ସାଧାରଣରେ ପ୍ରଶଂସା କରାଯାଇଥିଲା।

ବାଇଟ-୧- ସୁରେଶ ପାତ୍ର ( ଡି ଏସ ପି)

ବାଇଟ-୨- ରାଜେନ୍ଦ୍ର ମହାକୁଡ଼( ସାଧାରଣ ନାଗରିକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.