ETV Bharat / state

ରଥଯାତ୍ରା ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସେବାୟତ

author img

By

Published : Jun 25, 2021, 10:51 PM IST

କୋଭିଡ କଟକଣାକୁ ମାନି ରଥଯାତ୍ରା କରିବାକୁ ସେବାୟତଙ୍କ ଦାବି । ଏନେଇ ଶତାଧିକ ସେବାୟତଙ୍କ ସମୂହ ଦୀପଦାନ । ଅଧିକ ପଢନ୍ତୁ...

ରଥଯାତ୍ରା ପାଇଁ  ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନକଲେ ସେବାୟତ

କେନ୍ଦୁଝର: ଚଳିତ ବର୍ଷ କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନେଇ ଆଶଙ୍କା ପାଇଛି । କୋଭିଡ କଟକଣା ମଧ୍ୟରେ କରିବା ରଥଯାତ୍ରା ପାଇଁ ଅନୁମତି ଦେବାକୁ ବ୍ରାହ୍ମଣ ପହଣ୍ଡି ସେବାୟତ ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି । ଏନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି। ପୁରୀରେ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଭଳି କେନ୍ଦୁଝରର ଶ୍ରୀ ବଳଦେବଜୀଉଙ୍କ ସର୍ବୋଚ୍ଚ ରଥ ପାଇଁ ବିଶ୍ବ ପ୍ରସିଦ୍ଧ ।

ଏଣୁ ରଥଯାତ୍ରାକୁ ଅନୁମତି ପ୍ରଦାନ କରିବାକୁ ସେମାନେ ନିବେଦନ କରିଛନ୍ତି । ଏହା ସହ ଶତାଧିକ ସେବାୟତ ମନ୍ଦିର ସମ୍ମୁଖରେ ରଥଯାତ୍ରା କରିବା ପାଇଁ ସମୂହ ଦୀପଦାନ କରୁଥିବା ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.