ETV Bharat / state

ଗୋଦାମରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଚଢ଼ାଉ - kendhujhar lockdown

ଦରଦାମ ନିୟନ୍ତ୍ରଣକୁ ନେଇ ପ୍ରଶାସନ ସଜବାଜ । କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଦାମ ଗୁଡିକରେ ଚଢ଼ାଉ । ଅଧିକ ପଢନ୍ତୁ....

The administration is gearing up for price control in kendujhar
କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଦାମ ଗୁଡିକରେ ଚଢ଼ାଉ
author img

By

Published : Mar 25, 2020, 6:07 PM IST

କେନ୍ଦୁଝର: କୋରୋନାକୁ ନେଇ ସାରା ଦେଶ ଏବେ ଲକଡାଉନ । ଏହି ଲକ ଡାଉନକୁ ଦେଖି ଖୁଚୁରା ତେଜରାତି ଦୋକାନରେ ସାଧାରଣ ଲୋକଙ୍କ ଭିଡ଼ ବଢୁଛି। ଏହି ଭିଡ଼କୁ ଦେଖି ବେପାରୀ ବି ବେଶ ମୁନାଫା କମେଇବା ପାଇଁ ଦରଦାମ ବଢେଉଛନ୍ତି । ଏହି ଦରଦାମକୁ ଦେଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଦାମ ଗୁଡିକରେ ଚଢ଼ାଉ କରାଯାଇଛି ।

କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଦାମ ଗୁଡିକରେ ଚଢ଼ାଉ

ବେଆଇନ ହୋଡ଼ିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜିଲ୍ଲାରେ ପନ୍ଦର ଦିନ ପାଇଁ ସମ୍ପୂର୍ଣ୍ଣ ଖାଦ୍ୟ ପଦାର୍ଥ ମହଜୁଦ ରହିଛି । ଅଯଥା ହଇରାଣ ନହେବା ପାଇଁ ବଣିକ ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି । ଦୋକାନୀ ମଧ୍ୟ ଠିକ ଦରରେ ଜିନିଷ ବିକ୍ରି କରୁଛନ୍ତି । ଘରକୁ ଆଵଶ୍ୟକତାରୁ ଅଧିକ ଜିନିଷ ନନେବା ପାଇଁ କହିଛନ୍ତି ବ୍ୟବସାୟୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.