ETV Bharat / state

ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା - tension prevail in kendujhar medical

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଲଇଖଣପୁର ଗ୍ରାମର ତପନ କୁମାର ଦେହୁରୀଙ୍କ ସ୍ତ୍ରୀ ଆଜି ସକାଳେ ପ୍ରସୂତୀ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତର ଅପରେଶନ କରିଥିଲେ । ହେଲେ ତାଙ୍କର କିଛିଘଣ୍ଟା ପରେ ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ...

ପ୍ରସୂତୀଙ୍କ ମୂତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

author img

By

Published : Apr 21, 2021, 10:57 PM IST

ଆନନ୍ଦପୁର : ପ୍ରସୂତୀଙ୍କ ମୂତ୍ୟୁକୁ ନେଇ ଆନନ୍ଦପୁର ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଲଇଖଣପୁର ଗ୍ରାମର ତପନ କୁମାର ଦେହୁରୀଙ୍କ ସ୍ତ୍ରୀ ଆଜି ସକାଳେ ପ୍ରସୂତୀ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତର ଅପରେଶନ କରିଥିଲେ । ହେଲେ ତାଙ୍କର କିଛିଘଣ୍ଟା ପରେ ମୃତ୍ୟୁ ହୋଇଥିଲା ।

ପ୍ରସୂତୀଙ୍କ ମୂତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ତେବେ ପରିବାର ଲୋକେ, ଡାକ୍ତାର ଓ କର୍ମଚାରୀଙ୍କ ଅବହେଲା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି କ୍ଷତି ପୂରଣ ଦାବିରେ କିଛି ସମୟ ମେଡିକାଲ ସମ୍ମୁଖରେ ଉତ୍ତେଜନା ଲାଗିରହିଥିଲା । ପରେ ଖବର ପାଇ ଘସିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପାଇଥିଲା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.