ETV Bharat / state

କୋରୋନା ମୁକାବିଲା; ଘସିପୁରା ବ୍ଲକରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

କୋରୋନା ମୁକାବିଲାକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ତରଫରୁ ରାମଚନ୍ଦ୍ରପୁର ରୁଦ୍ରନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ..

corona-confrontation
corona-confrontation
author img

By

Published : Mar 30, 2020, 5:29 PM IST

ଆନନ୍ଦପୁର: କୋରୋନା ମହାମାରୀକୁ ମୁକାବିଲା କରିବା ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବା ପାଇଁ ସରକାର ଜାରି କରିଛନ୍ତି ନିର୍ଦ୍ଦେଶ । ଏଥିପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ତରଫରୁ ରାମଚନ୍ଦ୍ରପୁର ରୁଦ୍ରନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଇଛି ।

ଘସିପୁରା ବ୍ଲକରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

ସରପଞ୍ଚ ଓ ନୋଡାଲ‌ ଅଫିସର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଛନ୍ତି । ସରକାରଙ୍କ ଗାଇଡ ଲାଇନ ଅନୁସାରେ ବେଡ, ପାଣି, ବିଦ୍ୟୁତ, ଫ୍ୟାନ, ଇନଭଟର, ଫିଲଟର ଓ ଡଷ୍ଟବିନ୍ ଆଦି ସମସ୍ତ ଉପକରଣ ପ୍ରସ୍ତୁତ ରଖାଯାଇଛି । କୋରୋନା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି ସରପଞ୍ଚ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ କହିଛନ୍ତି ।

ଆନନ୍ଦପୁର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.