ETV Bharat / state

3 ଦଫା ଦାବିରେ 12 ଘଣ୍ଟିଆ ତେଲକୋଇ ବନ୍ଦ

3 ଦଫା ଦାବି ନେଇ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ପକ୍ଷରୁ 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି ।

author img

By

Published : Jul 1, 2019, 3:53 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: 3 ଦଫା ଦାବି ନେଇ ଲକ୍ଷ୍ମୀ ନାରାୟଣ ବଣିକ ସଂଘ ତରଫରୁ 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେଲକୋଇରେ ଅଘୋଷିତ ବିଦ୍ୟୁତ କାଟ, ପୂର୍ତ୍ତ ବିଭାଗର ନିର୍ମାଣାଧୀନ ରାସ୍ତା ତେଲକୋଇ-କାଞ୍ଜିପାଣି ସମ୍ପୂର୍ଣ୍ଣ, ତେଲକୋଇ ବଜାର ଦେଇଯାଉଥିବା ଲୁହାପଥର ବୋଝେଇ ଭାରି ଯାନ ବନ୍ଦକୁ ନେଇ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଦୁଇଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ବନ୍ଦ ବାତିଲ କରିବାକୁ ଲଷ୍ମୀ ନାରାୟଣ ବଣିକ ସଂଘ ସହିତ ଆଲୋଚନା ହୋଇଥିଲେ ମଧ୍ୟ ତାର କୌଣସି ଫଳ ବାହାରି ପାରିନଥିଲା । ଫଳରେ ଆଜି ତେଲକୋଇ ବନ୍ଦ ରହିଛି

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଦଫା ଦାବିରେ 12 ଘଣ୍ଟିଆ ତେଲକୋଇ ବନ୍ଦBody:
ଆଙ୍କର- ଦାବିରେ ତେଲକୋଇ ଲଷ୍ମୀ ନାରାୟଣ ବଣିକ ସଂଘ ତରଫରୁ 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି, ତେଲକୋଇ ରେ ଅଘୋଷିତ ବିଦୂତ କାଟ,ପୂର୍ତ୍ତ ବିଭାଗ ର ନିର୍ମାଣାଧୀନ ରାସ୍ତା ତେଲକୋଇ-କାଞ୍ଜିପାଣି ସମ୍ପୂର୍ଣ,ତେଲକୋଇ ବଜାର ଦେଇଯାଉଥିବା ଲୁହାପଥର ବୋଝେଇ ଭାରିଯାନବନ୍ଦ କୁ ନେଇ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି, ଦୁଇଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ବନ୍ଦ ବାତିଲ କରିବାକୁ ଲଷ୍ମୀ ନାରାୟଣ ବଣିକ ସଂଘ ସହିତ ଆଲୋଚନା ହୋଇଥିଲେ ମଧ୍ୟ ତାର କୋୖଣସି ଫଳ ବାହାରି ପାରିନଥିଲା, ଫଳରେ ଆଜି ତେଲକୋଇ ବନ୍ଦ ରହିଛି
।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.