ETV Bharat / state

ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଧାରଣା - protest for teacher demand in anandpur

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଲେ ଗ୍ରାମବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶିକ୍ଷକ ନିଯୁକ୍ତ ଦାବିରେ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଧାରଣା
ଶିକ୍ଷକ ନିଯୁକ୍ତ ଦାବିରେ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଧାରଣା
author img

By

Published : Jan 17, 2020, 2:47 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଧାରଣା । ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ମିଶି ସ୍କୁଲରେ ତାଲା ପକାଇ ଧାରଣା । ବିଦ୍ୟାଳୟରେ ମୋଟ ୫ଟି ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଦୁଇଜଣ ଶିକ୍ଷକ ପଠ ପଢାଉଛନ୍ତି ।

ଶିକ୍ଷକ ନିଯୁକ୍ତ ଦାବିରେ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଧାରଣା

ପାଠ ପଢ଼ାରେ ବହୁ ଅସୁବିଧା ହେଉଥିବାରୁ ଏବିଷୟରେ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ଫଳ ମିଳିଲା ନାହିଁ । ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଧାରଣା ଦେଇଥିଲେ ଅଭିଭାବକ । ଖବର ପାଇ ଆନନ୍ଦପୁର ବିଇଓ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଲା ପରେ ଧାରଣରୁ ଉଠିଥିଲେ ଛାତ୍ରଛାତ୍ରୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:1701_AND_AVB_School re tala

ଆଙ୍କର-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ସ୍କୁଲରେ ତାଲା ପକାଇ ଧାରଣା। ବିଦ୍ୟାଳୟରେ ମୋଟ ୫ଟି କ୍ଲାସ ରେ ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ଦୁଇଜଣ ଶିକ୍ଷକ ପଠ ପଢାଉଛନ୍ତି। ସେଥିପାଇଁ ପାଠ ପଢ଼ାରେ ବହୁ ଅସୁବିଧା ହେଉଥିବାରୁ ଏବିଷୟରେ ବିଭାଗିୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଲ ମିଳିପାରୁନାହିଁ। ସେଥିପାଇଁ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ପାଇଁ ଧାରଣା ଦେଇଥିଲେ। ପରେ ଖବର ପାଇ ଆନନ୍ଦପୁର ବିଇଓ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପ୍ରତିଶ୍ରୁତି ଦେଲାପରେ ଧାରଣରୁ ଉଠିଥିଲେ ଛାତ୍ରଛାତ୍ରୀ।

ବାଇଟି-୧-ଛାତ୍ରୀ
ବାଇଟି-୨-ଶିକ୍ଷୟିତ୍ରୀ
ବାଇଟି-୩-ଅଭିଭାବକ
ବାଇଟି-୪-ଶରତ ରାଉତ, ବିଇଓ,ଆନ୍ଦନପୁରBody:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.