ETV Bharat / state

କୋମା ପୀଡିତଙ୍କୁ କ୍ଷତିପୂରଣ ଦେବା ଦାବୀରେ ରାସ୍ତାରୋକ - ରାସ୍ତାରୋକ

ଗତ ରବିବାର ଦିନ ଏକ ବୋଲେର ଧକ୍କାରେ ମୁଖାର୍ଜୀ ହଟିଂର ମନିଲତା ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ । ତେବେ ମନିଲତା ଅବସ୍ଥା ସଙ୍କଟାପନ୍ନ ହୋଇ କୋମାରେ ରହିଛନ୍ତି । ତେବେ ମୁଖାର୍ଜୀ ହଟିଂ ବାସିନ୍ଦା ଏନେଇ କ୍ଷତିପୂରଣ ଦେବା ଦାବିରେ ଯୋଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ଫଟୋ ସୌଜନ୍ଯ: ସମ୍ବାଦାତା, କେନ୍ଦୁଝର
author img

By

Published : May 10, 2019, 10:20 AM IST

Updated : May 10, 2019, 11:12 AM IST

କେନ୍ଦୁଝର: କଟକରେ ଚିକିତ୍ସିତ ହେଉଥିବା ଆତ୍ମୀୟଙ୍କ ପାଇଁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଯୋଡ଼ା ମୁଖାର୍ଜୀ ହଟିଂ ର ବସ୍ତି ବାସିନ୍ଦା । ଗତ ରବିବାର ଦିନ ଏକ ବୋଲେର ଧକ୍କାରେ ମୁଖାର୍ଜୀ ହଟିଂର ମନିଲତା ମଲ୍ଲିକ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

ଭିଡିଓ ସୌଜନ୍ଯ: ସମ୍ବାଦାତା, କେନ୍ଦୁଝର

ତେବେ ମନିଲତା ଅବସ୍ଥା ସଙ୍କଟାପନ୍ନ ହୋଇ କୋମାରେ ରହିଛନ୍ତି । ତାଙ୍କର ଚିକିତ୍ସା ପାଇଁ କୌଣସି ସାହାଯ୍ୟ ନମିଳିବାରୁ ମୁଖାର୍ଜୀ ହଟିଂ ବାସିନ୍ଦା ଯୋଡ଼ା ଥାନା ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଯୋଡା ଥାନା ପୋଲିସ ଏ ବିଷୟରେ ଗୁରୁତ୍ଵ ନ ଦେବାରୁ ଶୁକ୍ରବାର ଦିନ ମୁଖାର୍ଜୀ ହଟିଂ ବାସିନ୍ଦା କ୍ଷତିପୂରଣ ଦାବିରେ ଯୋଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରେ ଯୋଡା ପୋଲିସ୍‌ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

() ରାଜ୍ୟରେ ପ୍ରଭାବିତ ସବୁ ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଏନେଇ ଦିନେ ଦୁଇଦିନେ ମଧ୍ୟରେ ଆସିବ କ୍ଷୟକ୍ଷତି ରିପୋର୍ଟ। ସବୁ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗାଯାଇଛି। ରିଲିଫ କୋଡ଼ ଅନୁସାରେ ସମସ୍ତଙ୍କୁ ସହାୟତ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗରଗ। ବିଶେଷ କରି ଫଳ, ପନିପରିବା, ନଡ଼ିଆ ଚାଷୀ, ରବି ଫସଲ ଚାଷୀ ସମସ୍ତଙ୍କୁ ଦିଆଯିବ ସହାୟତା। ଆଜି ଅକ୍ଷୟ ତୃତୀୟରେ ଖରିଫ ସିଜିନ ଆରମ୍ଭ ହୋଇଛି। ସେହିପରି ଚାଷୀଙ୍କୁ କିପରି ଫସଲ ଋଣ ମିଳିବ ସେନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କହିଛନ୍ତି ସଚିବ।
ବାଇଟ- ସୌରଭ ଗର୍ଗ, କୃଷି ସଚିବ
Last Updated : May 10, 2019, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.