ETV Bharat / state

୨ ଅଟୋ ମୁହାଁମୁହିଁ ଧକ୍କା, ୯ ଗୁରୁତର ଆହତ - 9 seriously injured

ବାହାଘରରୁ ଫେରିବା ସମୟରେ ଦୁଇ ଅଟୋ ମୁହାଁ ମୁହିଁ ଧକ୍କା । ଏଥିରେ ୯ ଜଣ ଗୁରୁତର ଆହତ ହୋଇଥିବା ବେଳେ ଘଟଣାଟି ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପସି ଗ୍ରାମ ନିକଟରେ ଘଟିଛି । ଅଧିକ ପଢନ୍ତୁ...

୨ ଅଟୋ ମୁହାଁ ମୁହିଁ ଧକ୍କା, ୯ ଗୁରୁତର ଆହତ
୨ ଅଟୋ ମୁହାଁ ମୁହିଁ ଧକ୍କା, ୯ ଗୁରୁତର ଆହତ
author img

By

Published : Mar 4, 2021, 9:59 AM IST

କେନ୍ଦୁଝର: ବାହାଘରରୁ ଫେରିବା ସମୟରେ ଦୁଇ ଅଟୋ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାଟି ଘଟିଛି ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପସି ଗ୍ରାମ ନିକଟରେ ଘଟିଥିବା ବେଳେ ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଏକ ଯାତ୍ରୀବାହୀ ଅଟୋ ଓ ମାଲ ବାହି ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

୨ ଅଟୋ ମୁହାଁ ମୁହିଁ ଧକ୍କା, ୯ ଗୁରୁତର ଆହତ

ସମସ୍ତ ଆହତ ନିକଟସ୍ଥ ଯନ୍ତାରୀ ଅଞ୍ଚଳର ବୋଲି ଜଣା ପଡିଛି । ଏମାନେ ପଣାସିଆ ଗାଁରୁ ନିଜ ଗାଁକୁ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନାପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.