ETV Bharat / state

କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

author img

By

Published : Feb 2, 2020, 7:32 AM IST

Updated : Feb 2, 2020, 12:21 PM IST

road accident
କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

07:23 February 02

କେନ୍ଦୁଝରରେ ସଡକ ଦୁର୍ଘଟଣା, 2 ମୃତ

କେନ୍ଦୁଝର: ଜିଲ୍ଲା ଦେଇ ଯାଇଥିବା  20 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା । 2 ମୃତ । 

କେନ୍ଦୁଝରର ଗୋପାଳପୁର ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କେନ୍ଦୁଝରରୁ ଆଇରନ ନେଇ ଯାଉଥିବା ଗୋଟିଏ ଟ୍ରକ ସହ କେନ୍ଦୁଝରକୁ କୋଇଲା ନେଇ ଆସୁଥିବା ଗୋଟିଏ ଟ୍ରକର ମୁହାଁ ମୁହିଁ ଧକ୍କା ହୋଇଥିଲା । 

ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କର ମୃତଦେହ ବାହାର କରିଥିବାବେଳେ ଆଉ ଜଣଙ୍କର ମୃତଦେହ ବର୍ତମାନ ସୁଦ୍ଧା ଗାଡି ଭିତରେ ଚାପି ହୋଇରହିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ସେପଟେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । 

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲାଗ- ଦୁଇ ଟ୍ରକ ମୁହାଁମୁହିଁ, ଦୁଇ ମୃତBody:ଆଙ୍କର- କେନ୍ଦୁଝରରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କାରେ ଦୁଇ ମୃତ ହୋଇଛନ୍ତି । କେନ୍ଦୁଝର ର ଲାଇଫ ଲାଇନ କୁହାଯାଉଥିବା 20 ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ ଲାଇନ । କେନ୍ଦୁଝର ଦେଇ ଯାଇଥିବା 20 ନମ୍ବର ଜାତୀୟ ରାଜପଥ ର ଗୋପାଳପୁର ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କେନ୍ଦୁଝର ରୁ ଆଇରନ ନେଇ ଯାଉଥିବା ଏକ ଟ୍ରକ ସହ କେନ୍ଦୁଝର କୁ କୋଇଲା ନେଇ ଆସୁଥିବା ଏକ ଟ୍ରକ ର ମୁହାଁ ମୁହିଁ ଧକ୍କା ହୋଲିଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଣଙ୍କର ମୃତ ଦେହକାଢ଼ି ଥିବା ବେଳେ , ଆଉ ଜଣଙ୍କର ମୃତ ଦେହ ବର୍ତମାନ ସୁଦ୍ଧା ଗାଡି ଭିତରେ ଚାପି ହୋଇରହିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣା ସ୍ଥଳରେ ସଦରପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛି।Conclusion:
Last Updated : Feb 2, 2020, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.