ETV Bharat / state

ଗଛରେ ପିଟି ହେଲା ଗାଡି, ଚାଲିଗଲା 4 ଜୀବନ

author img

By

Published : Dec 31, 2020, 7:05 AM IST

Updated : Dec 31, 2020, 7:35 AM IST

କେନ୍ଦୁଝରରେ ସଡକ ଦୁର୍ଘଟଣା । 4 ମୃତ । 4 ଗୁରୁତର ଆହତ । ଅଧିକ ପଢନ୍ତୁ...

ଗଛରେ ପଡିହେଲା ଗାଡି, ଚାଲିଗଲା 4 ଜୀବନ
ଗଛରେ ପଡିହେଲା ଗାଡି, ଚାଲିଗଲା 4 ଜୀବନ

କେନ୍ଦୁଝର:ସୋମଗିରିରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଗଛରେ ପିଟି ହେଲା ଗାଡି, ଚାଲିଗଲା 4 ଜୀବନ

ସମସ୍ତ ଆହତଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ମୟୂରଭଞ୍ଜ ରଙ୍ଗାମାଟିଆରୁ କେନ୍ଦୁଝରକୁ ବଳଦ କିଣିବାକୁ ଆସୁଥିବା ସୂଚନା ମିଳିଛି । ବୋଲେରୋ ସମସ୍ତେ ଆସୁଥିବାବେଳେ ରାତିରେ ଭାରସାମ୍ୟ ହରାଇ ଗାଡିଟି ଗଛରେ ପିଟି ହୋଇଯାଇଛି ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 31, 2020, 7:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.