ETV Bharat / state

ବିପିଏଲ ବିଜୁଳି ସଂଯୋଗ ଦାବି: କାର୍ଯ୍ୟାଳୟ ଘେରିଲେ ମହିଳା ସଂଘ - protest-against-electric-office

ଆନନ୍ଦପୁର ବାରିଗାଁ ଗ୍ରାମରେ ବିପିଏଲ ବିଜୁଳି ସଂଯୋଗ ପାଇଁ ଘରମାନଙ୍କରେ ବିଦ୍ୟୁତ ସରଞ୍ଜାମ ଲଗାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ କରାଯାଇନାହିଁ । ଏହାର ପ୍ରତିବାଦରେ ମହିଳାମାନେ ବିଜୁଳି ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର
author img

By

Published : Sep 16, 2019, 2:10 AM IST

ଆନନ୍ଦପୁର :ବାରିଗାଁ ଦେହୁରୀ ସାହିକୁ ବିପିଏଲ ବିଜୁଳି ସଂଯୋଗ ପାଇଁ ୬ମାସ ହେବ ଘରମାନଙ୍କୁ ତାର ଟଣାଯାଇଛି । ସୁଇଚ ବୋର୍ଡ ମଧ୍ୟ ଲଗାଯାଇଛି । କିନ୍ତୁ ଲାଇନ ସଂଯୋଗ କରାଯାଇନାହିଁ । ପ୍ରତିବାଦ କରି ମହିଳାମାନେ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ବିଜୁଳି ସଂଯୋଗ ନଥିବାରୁ ଦେହୁରୀ ସାହିର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିବାଦରେ ମହିଳାମାନେ ବିଜୁଳି ସଂଯୋଗ ଦେବାକୁ ଦାବି କରି ବିଜୁଳି ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଏହାପରେ ବିଜୁଳି ସଂଯୋଗ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ମହିଳାମାନେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:1509_AND_AVO_Gherau_R_Anandapur

ଆଙ୍କର-କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବାରିଗାଁ ଦେହୁରୀ ସାହିକୁ ବିପିଏଲ ବିଜୁଳି ସଂଯୋଗ ପାଇଁ ୬ମାସ ହେବ ତାର ଘରକୁ ଟଣାଯାଇ ସୁଇଜ ବୋଡ଼ ଦେଇଥିଲେ ମଧ୍ୟ ଲାଇନ ସଂଯୋଗ କରିନଥିବାରୁ ମହିଳା ମାନେ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଜୁଳି ସଂଯୋଗ ନଥିବାରୁ ବହୁ ଅସୁବିଧା ସମ୍ମୁଖିନ ହେଉଥିବାରୁ ଯଥାଶୀଘ୍ର ସେମାନଙ୍କୁ ବିଜୁଳି ସଂଯୋଗ ଦେବାକୁ ଦାବୀ କରିଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନ କୁ ସ୍ଥଗିତ କରିଛନ୍ତି।
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.