ETV Bharat / state

ପଞ୍ଚାୟତ ସ୍ତରରେ ଅସ୍ଥାୟୀ କୋରୋନା ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି

କୋରୋନା ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଥିବା ବେଳେ ପ୍ରତି ପଞ୍ଚାୟତରେ ସ୍ତରରେ ମଧ୍ୟ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ପ୍ରସ୍ତୁତି କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତ ତରଫରୁ ବାଳିକା ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 9, 2020, 1:35 PM IST

Preparations for a temporary hospital at the panchayat level for Corona
କୋରୋନା ପାଇଁ ପଞ୍ଚାୟତ ସ୍ତରରେ ମଧ୍ୟ ଅସ୍ଥାୟୀ ଚିକିତ୍ସାକେନ୍ଦ୍ରର ପ୍ରସ୍ତୁତି

ଆନନ୍ଦପୁର: କୋରୋନା ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡ଼ିଥିବା ବେଳେ ପ୍ରତି ପଞ୍ଚାୟତରେ ସ୍ତରରେ ମଧ୍ୟ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ପ୍ରସ୍ତୁତି କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିପାଇଁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ବାଳିକା ବିଦ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ନୋଡାଲ‌ ଅଫିସର ଉପସ୍ଥିତ ରହି କାର୍ଯ୍ୟକୁ ତଦାରଖ କରିଛନ୍ତି ।

ସରକାରଙ୍କ ଗାଇଡ ଲାଇନ ଅନୁସାରେ ୫୦ଟି ବେଡ, ପାଣି, ବିଦ୍ଯୁତ, ଫ୍ଯାନ, ଇନଭଟର, ଫିଲଟର ଓ ଡଷ୍ଟବିନ୍ ଆଦି ସମସ୍ତ ଉପକରଣ ପ୍ରସ୍ତୁତ ରଖାଯାଇଛି । କୋରୋନା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ରହିଛୁ ବୋଲି କାର୍ଯ୍ୟକାରିଣୀ ସଦସ୍ୟ ପଶୁରାମ ମହାରଣା ଓ ପ୍ରଶାସନ ଅଧିକାରୀ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.