ETV Bharat / state

ସୁରୁଖୁରୁରେ ଚାଲିଛି +2 ପରୀକ୍ଷା, ଜଗିଛି ସିସିଟିଭି - କେନ୍ଦୁଝର ଖବର

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ । ପରୀକ୍ଷା କେନ୍ଦ୍ର ଜଗିଛି ସିସିଟିଭ। ଅଧିକ ପଢନ୍ତୁ...

plus two examination
ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
author img

By

Published : Mar 3, 2020, 2:54 PM IST

କେନ୍ଦୁଝର : କେନ୍ଦୁଝରରେ ୪୬ଟି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଯାଇଛି । ମୋଟ ୧୨ ହଜାର ୨୪୧ ଜଣ ପରକ୍ଷାର୍ଥୀଙ୍କ ମଧ୍ୟରୁ 2,929 ଜଣ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ।

ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଜିଲ୍ଲାରେ ଯୁକ୍ତ ଦୁଇ କଳାରେ ୮ ହଜାର ୪୨ ଜଣ, ବାଣିଜ୍ୟରେ ୮୩୩ ଜଣ ଓ ଧନ୍ଦା ମୂଳକରେ ୪୩୭ ଜଣ ପରୀକ୍ଷା ରହିଛନ୍ତି। ଜିଲ୍ଲାର ମୋଟ ୫୫ଟି ମହାବିଦ୍ୟାଳୟ ଥିବା ବେଳେ ବାଦ ପଡିଥିବା ୯ଟି ଘରୋଇ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ସଂଯୋଗ କରାଯାଇଛି ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଡା ସୁରକ୍ଷା ସାଙ୍ଗକୁ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନ ପତ୍ର ଯେପରି ପ୍ରଘଟ ନହୁଏ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.