ETV Bharat / state

ଅଟୋକୁ ଧକ୍କା ଦେଲା କାର; ଜଣେ ମୃତ, 13 ଗୁରୁତର - ଅଟୋକୁ ଧକ୍କା ଦେଲା କାର

ମା' ତାରିଣୀ ପୀଠରୁ ଫେରୁଥିବାବେଳେ ଅଘଟଣ । ଅଟୋକୁ କାର ଧକ୍କା ଦେବା ଫଳରେ ୩୦ ଫୁଟ ତଳକୁ ଖସିଲା ଅଟୋ । ଦୁର୍ଘଟଣାରେ ଜଣେ ମୃତ, 13 ଗୁରୁତର । ଅଧିକ ପଢନ୍ତୁ..

accident
ଅଟୋକୁ ଧକ୍କା ଦେଲା କାର
author img

By

Published : Jan 27, 2020, 9:04 PM IST

କେନ୍ଦୁଝର: ଘଟଗାଁ ଥାନା ଏନଏଚ-୨୦ ଢେଙ୍କି କୋଟ ନିକଟରେ ଦୁର୍ଘଟଣା । ଏକ ଅଟୋକୁ କାର ଧକ୍କା ଦେବା ଫଳରେ 30 ଫୁଟ ତଳକୁ ଖସିଲା ପଡିଲା ଅଟୋ । ଘଟଣାରେ ୧୩ ଜଣ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ।

ଅଟୋକୁ ଧକ୍କା ଦେଲା କାର

ତେବେ ଦୁର୍ଘଟଣାଗ୍ରସ୍ତ ଅଟୋରେ ୪ ଜଣ ଶିଶୁ ଥିବାବେଳେ ୪ ଜଣ ମହିଳା ମଧ୍ୟ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ଅନ୍ୟ 5 ଜଣ ଆହତ ହୋଇଥିବା ସୂଚନା ରହିଛି ।

ସୂଚନାମୁତାବକ, ଅଟୋରେ ଥିବା ସମସ୍ତ ଯାତ୍ରୀ ଦୁଇଟି ପରିବାରର ବୋଲି ଜଣାପଡିଛି। ସେମାନେ ଘଟଗାଁର ମା' ତାରିଣୀ ମନ୍ଦିରକୁ ବୁଲିବାକୁ ଯାଇଥିଲେ । ଆଉ ନିଜ ଘର କାଠ ବାରୀକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଚିକିତ୍ସା ସମୟରେ ଦାଶ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ଅଟୋକୁ ଧକ୍କା ଦେଲା କାର । ୩୦ ଫୁଟ ତଳକୁ ଖସିଲା ଅଟୋ 'ଅଟୋରେ ଥିବା ୭ ଗୁରୁତରBody:ଆଙ୍କର-ଘଟଗାଁ ଥାନା ଏନଏଚ ୨୦ ଢେଙ୍କି କୋଟ ନିକଟରେ ଏକ ଅଟୋ କୁ ପଛ ପଟୁ ଧକ୍କା ଦେଲା କାର । ଫଳରେ ଅଟୋ ଟି ରାସ୍ତା ରୁ ୩୦ ଫୁଟ ତଳକୁ ଯାଇ ପଡିଥିଲା । ଅଟୋରେ ଥିବା ୧୩ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି । ଅଟୋରେ ଥିବା ସମସ୍ତେ ଦୁଇଟି ପରିବାରର । ଏମାନେ ମାତାରିଣୀଙ୍କ ନିକଟକୁ ପୂଜା ନିମନ୍ତେ ଆସିଥିଲେ । ନିଜ ଘର କାଠ ବାରୀ ଫେରୁଥିବା ବେଳେ ଘଟିଛି ଘଟଣା l ଏଥିରେ ୪ ଜଣ ଶିଶୁ ଥିବା ବେଳେ ୪ ଜଣ ମହିଳା ଅଛନ୍ତି । କେନ୍ଦୁଝରରେ ଚିକିତ୍ସା ସମୟରେ ଦାଶ ମୁଣ୍ଡା ମୃତ୍ୟୁ ବରଣ କରିଛନ୍ତି ।
ବାଇଟ- ଗୀତାଞ୍ଜଳି ମହାନ୍ତ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.