ETV Bharat / state

ପୋଖରୀରେ ବୁଡି ଯୁବକ ମୃତ - ପୋଖରୀରେ ବୁଡି ଯୁବକ ମୃତ

କେନ୍ଦୁଝର ପୁରୁମୁଣ୍ଡା ଗ୍ରାମ ପୁରୁଣା ପୋଖରୀରେ ବୁଡି ଯୁବକ ମୃତ ଅଧିକ ପଢନ୍ତୁ...

ପୋଖରୀରେ ବୁଡି ଯୁବକ ମୃତ
author img

By

Published : Nov 14, 2019, 7:14 PM IST

କେନ୍ଦୁଝର: ଜିଲ୍ଲାର ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମ ପୁରୁଣା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି ।

ପୋଖରୀରେ ବୁଡି ଯୁବକ ମୃତ

ଖବର ଅନୁଯାୟୀ ଗୁରୁବାର ସକାଳ 6 ଘଟିକା ସମୟରେ ଗ୍ରାମର ପୁରୁଷୋତ୍ତମ ବେହେରାଙ୍କ ପୁଅ ଯତିକୃଷ୍ଣ ବେହେରା ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପୁରୁଣା ପୋଖରୀକୁ ଯାଇଥିଲେ । ସେଠାରୁ ଫେରିବାରେ ବିଳମ୍ବ ହେବା କାରଣରୁ ପୁରୁଷୋତ୍ତମ ଖୋଜାଖୋଜି କରିବା ସମୟରେ ସେ ପୋଖରୀ କଡ଼ରେ ଭାସୁଥିବାର ଦେଖି କୂଳକୁ ଆଣିଥିଲେ ଲୋକେ।

ଏହାପରେ ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ପୋଖରୀରେ ବୁଡି ଯୁବକ ମୃତ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ପୁରୁମୁଣ୍ଡା ଗ୍ରାମ ପୁରୁଣା ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଆଜି ସକାଳ ୬ଘଟିକା ସମୟରେ ଗ୍ରାମର ପୁରୁଷୋତ୍ତମ ବେହେରାଙ୍କ ପୁଅ ଯତିକୃଷ୍ଣ ବେହେରା ସ୍ବଛ ନିମନ୍ତେ ଗ୍ରାମ ନିକଟସ୍ଥ ପୁରୁଣା ପୋଖରୀକୁ ଯାଇଥିଲେ । ସେଠାରୁ ଫେରିବାରେ ବିଳମ୍ବ ହେବା କାରଣରୁ ପୁରୁଷୋତ୍ତମ ଖୋଜାଖୋଜି କରିବା ବେଳେ
ପୋଖରୀ କଡ଼ରେ ଭାସୁଥିବାର ଦେଖି କୂଳକୁ ଉଠାଇଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଯତିକୃଷ୍ଣ ଛୋଟ ଥିବା ବେଳୁ ଆଆଁରାଛଟା(ବାତ) ରୋଗରେ ଆକ୍ରାନ୍ତ ଥିଲେ, ତାଙ୍କୁ କଟକ ବଡ ମେଡିକାଲରୁ ଆରମ୍ଭ କରି ଭୁବନେଶ୍ବରର ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରାଇଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.