ETV Bharat / state

ନନ୍ଦ ଉତ୍ସବରେ ମସଗୁଲ ମଙ୍ଗଳପୁର

ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ପାଳନ କରିଥାନ୍ତି ୧୨ ମାସରେ ୧୩ ପରବ। ତନୁଧ୍ୟରୁ ଅନ୍ୟତମ ନିଆରା ପର୍ବ ହେଉଛି ଘଷିପୁରା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ନିଆରା ନନ୍ଦ ଉତ୍ସବ। ଏହି ନନ୍ଦ ଉତ୍ସବକୁ ମଙ୍ଗଳପୁର ଗ୍ରାମରେ ବେଶ ଧୁମଧାମର ସହ ପାଳନ କରାଯାଇଛି ।

author img

By

Published : Aug 25, 2019, 11:01 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ପାଳନ କରିଥାନ୍ତି ୧୨ ମାସରେ ୧୩ ପରବ। ତନୁଧ୍ୟରୁ ଅନ୍ୟତମ ନିଆରା ପର୍ବ ହେଉଛି ଘଷିପୁରା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ନିଆରା ନନ୍ଦ ଉତ୍ସବ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଜନ୍ମାଷ୍ଟମୀ ଉତ୍ସବକୁ ବଡ଼ ଧୁମଧାମରେ ସାରା ଦେଶ ପାଳନ କରିସାରିଥିବା ବେଳେ ଏହାର ପରଦିନ ପାଳନ କରାଯାଇଥାଏ ନନ୍ଦ ଉତ୍ସବ ।

ତେବେ ଏହି ନନ୍ଦ ଉତ୍ସବକୁ ମଙ୍ଗଳପୁର ଗ୍ରାମରେ ବେଶ ଧୁମଧାମର ସହ ପାଳନ କରାଯାଇଛି । ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣ କଥାବୃତ ଅନୁସାରେ ପରମ୍ପରାକୁ ବଜାୟ ରଖିବା ପାଇଁ ମଙ୍ଗଳପୁର ଗ୍ରାମବାସୀ ମାନେ ଏହି ପର୍ବ ପାଳନ କରିଆସୁଛନ୍ତି । ଏହାଛଡା ଏହି ପର୍ବ ପାଳନ ଦ୍ବାରା ଗ୍ରାମର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଫଳନର ଭାଇଚାର ସୃଦୃଢ ରହିଥାଏ ବୋଲି ବିଶ୍ବାସ ରହିଛି।

ତେବେ ଗ୍ରାମର ଶ୍ରୀକାନ୍ତ ସାହୁ ନନ୍ଦ ହୋଇ ଠାକୁରଙ୍କୁ ମୁଣ୍ଡାଇ ଗାଁର ଆବାଳ ବୃଦ୍ଧବନିତାଙ୍କ ସହ ଘଣ୍ଟ , କୀର୍ତ୍ତନ ଏବଂ ଶଙ୍ଖ ବଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଶେଷରେ ଗ୍ରାମ ମଝିରେ ପୂଜା କରାଯାଇ ଠାକୁରଙ୍କୁ ନିଜ ଘରକୁ ଅଣାଯାଇଥିଲା।

ଏହି ଉତ୍ସବକୁ ଦେଖିବାକୁ ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଆସିଥିଲେ।

ଆନନ୍ଦ ଉଲ୍ଲାସର ସହ ଏହି ଉତ୍ସବ ପାଳନ ହୋଇଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଈଟିଭି ଭାରତ

Intro: 2508_EB_AND_Nanda Ustava_Pkg_R

ଆଙ୍କର-ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ଆମେ ପାଳନ କରିଥାନ୍ତି ୧୨ ମାସରେ ୧୩ ପରବ। ବିଭିନ୍ନ ସମୟରେ ସମନ୍ୱୟରଯେଉଁ ମହାନ ପରମ୍ପରା, କେଉଁ ଆବହମାନ କାଳରୁ ଜନଜୀବନରେ ଦେଖିବାକୁ ମିଳିଥିଲା। ତନୁଧ୍ୟରୁ ଅନ୍ୟତମ ନିଆରା ପର୍ବ ହେଉଛି ଘଷିପୁରା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ନିଆରା ନନ୍ଦ ଉତ୍ସବ।

ଭିଓ-୧-ଇଏ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ମଙ୍ଗଳପୁର ଗ୍ରାମର ନନ୍ଦ ଉତ୍ସବ ପାଳନର ଦୃଶ୍ୟ। ଜନ୍ମାଷ୍ଟମୀର ଉତ୍ସବ ବଡ଼ଧୁମୁଧାମ ରେ ସର ଦେଶ ପାଳନ କରିସାରିଥିବା ବେଳେ ତା ପରଦିନ ପାଳନ କରାଯାଇଥାଏ ନନ୍ଦଉତ୍ସବ । ଗ୍ରାମର ଶ୍ରୀକାନ୍ତ ସାହୁ ନନ୍ଦ ହୋଇ ଠାକୁରଙ୍କୁ ମୁଣ୍ଡାଇ ଗାଁ ର ଆବାଳବୃଦ୍ଧବନିତା ଙ୍କ ସହ ଘଣ୍ଟ , କୀର୍ତ୍ତନ କରି, ଶଙ୍ଖ ବଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଶେଷରେ ଗ୍ରାମ ମଝିରେ ପୂଜା କରାଯାଇ ଠାକୁରଙ୍କୁ ନିଜ ଘରକୁ ଆଣିଥିଲେ। ପରେ ପରେ ସମସ୍ତେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ଭୋଜିଭାତ ଖାଇଥିଲେ।

ଭିଓ-୨- ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣ କଥାବୃତ ଅନୁସାରେ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ପର୍ବ ପାଳନ କରିଆସୁଛନ୍ତି ମଙ୍ଗଳପୁର ଗ୍ରାମବାସୀ ମାନେ। ଏହା ଛଡା ଏହି ପର୍ବ ପାଳନ ଦ୍ୱରା ଗ୍ରାମର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଫଳନର ଭାଇଚାର ସୃଦୃଢ ରହିଥାଏ। ଏହି ଉତ୍ସବ କୁ ଦେଖିବାକୁ ଆଖପାଖ ଗ୍ରାମରୁ ହଜାର ହଜାର ଶ୍ରଦ୍ଧାଳୁ ମନେ ଆସିଥିଲେ।

ଏଫଭିଓ-ଆନନ୍ଦ ଉଲ୍ଲାସ ର ସହ ଏହି ଉତ୍ସବ ପାଳନ ହୋଇଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆନନ୍ଦପୁର ରୁ ସ୍ମୃତି ରଞ୍ଜନ ବିହାରୀ ଈଟିଭି ଭାରତ

ବାଇଟି-୧-ଶ୍ରୀକାନ୍ତ ସାହୁ,ନନ୍ଦ ଭୂମିକା
ବାଇଟି-୨-ଶୋଉଦି ସାହୁ, ଗ୍ରାମବାସୀ
ବାଇଟି-୩-ମାମା ସାହୁ, ଗ୍ରାମବାସୀ
ବାଇଟି-୪-ସିପୁ ସାହୁ, ଅତିଥି
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.