ETV Bharat / state

ରାଜ୍ୟରେ ପ୍ରଥମ କୃଷି ଉତ୍ପାଦନ ପ୍ରକଳ୍ପ ପାଇଁ MOU ସ୍ବାକ୍ଷରିତ, ୪୦୦ ଏକର ଜମିରେ ଜଳସେଚନ ସୁବିଧା

author img

By

Published : Jul 14, 2021, 11:33 AM IST

ପ୍ରଥମ କୃଷି ଉତ୍ପାଦନ ପାଇଁ MOU ସ୍ବାକ୍ଷରିତ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହେଲା MOU । ଅଧିକ ପଢନ୍ତୁ...

MoU has been signed for the first agricultural production in the state
ରାଜ୍ୟରେ ପ୍ରଥମ କୃଷି ଉତ୍ପାଦନ ପାଇଁ ଏମଓୟୁ ସ୍ବାକ୍ଷରିତ

କେନ୍ଦୁଝର: ରାଜ୍ୟରେ ପ୍ରଥମ କୃଷି ଉତ୍ପାଦନ ପାଇଁ MOU ସ୍ବାକ୍ଷରିତ ହୋଇଛି । ଜିଲ୍ଲାରେ କୃଷି ଉତ୍ପାଦନ ନେଇ ପ୍ରଶାସନ ତରଫରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ପ୍ରେରଣ ପ୍ରକଳ୍ପ ସମ୍ପ୍ରସାରଣ ସମ୍ପର୍କିତ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଜିଲ୍ଲା କାର୍ଯ୍ୟାଳୟର ମିନି କନଫରେନ୍ସ ହଲଠାରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଯାହା ଜିଲ୍ଲାର ୮ଟି ବ୍ଲକ୍‌ରେ କାର୍ଯ୍ୟକାରୀ ହେବ । ଏହା ଜୀବିକା ମିଶନ ତରଫରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟରେ ପ୍ରଥମ କୃଷି ଉତ୍ପାଦନ ପ୍ରକଳ୍ପ ପାଇଁ MOU ସ୍ବାକ୍ଷରିତ

ଏହାଦ୍ବାରା ୪୦୦ ଏକର ଜମିରେ ଜଳସେଚନ ସୁବିଧା ଉପଲବ୍ଧ ହେବ । ବ୍ଲକ ଅଞ୍ଚଳରେ ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ଏହାର ଲକ୍ଷ୍ୟ । ୨୦୦ ଏକର ଜମିରେ ଉଦ୍ୟାନ କୃଷି ସମ୍ପର୍କିତ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରାଇବା ଉଦ୍ଦେଶ୍ୟରେ ସୁଦର, ଝୁମ୍ପୁରା , ହରିଚନ୍ଦନପୁର ଏବଂ ପାଟଣା ବ୍ଲକରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଜୀବିକା ଧାରଣରେ ଉନ୍ନତି ହେବାସହ ଆର୍ଥକ ଚାରା ରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବାକୁ ଏକ ଯୋଜନା ୨୦୧୮ରେ ଆରମ୍ଭ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.