ETV Bharat / state

ଛୁରାମାଡ କରି ଫାଇନାନ୍ସ କର୍ମଚାରୀଙ୍କ ଠୁ ଲକ୍ଷାଧିକ ଟଙ୍କା ଲୁଟ

କେନ୍ଦୁଝର ଘସିପୁରା ଥାନା ଏନ.ଏଚ-୨୦ ପାର୍ଶ୍ବ ନହାଗୁଣା ଗାଁ ନିକଟରେ ଥିବା ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

anandapur
ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍
author img

By

Published : Jan 27, 2020, 7:38 PM IST

ଆନନ୍ଦପୁର: ଛୁରାମାଡ କରି ଫାଇନାନ୍ସ କର୍ମଚାରୀଙ୍କ ଠୁ ଲୁଟ ଅଭିଯୋଗ । କେନ୍ଦୁଝର ଘସିପୁରା ଥାନା ଏନଏଚ-୨୦ ପାର୍ଶ୍ବ ନହାଗୁଣା ଗାଁ ନିକଟରେ ଥିବା ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରାମାଡ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଛୁରାମାଡରେ ଗୁରୁତର ଭାରତ ଫାଇନାନ୍ସର କର୍ମଚାରୀ ନୀଶାକର ମଲ୍ଲିକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଶାକର ସୋମବାର ସ୍ଥାନୀୟ ବିଭିନ୍ନ ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ଦିଆଯାଇଥିବା ଋଣର କିସ୍ତି ଟଙ୍କା ଆଦାୟ କରି ଫେରୁଥିବା ବାଟରେ ଏହି ଘଟଣା ଘଟିଛି । ତାଙ୍କୁ 2 ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଛୁରାମାଡ କରି ଟଙ୍କା ଲୁଟି ନେଇଥିଲେ ।

ତେବେ ଘଟଣା ପରେ ଦୃର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Slug - Loot_breking
Anandapur, 27.01.2020
ଛୁରୀ ମାରି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ।
ଆଙ୍କର-ଘସିପୁରା ଥାନା ଏନ. ଏଚ ୨୦ ପାର୍ଶ୍ୱରେ ଥିବା ନହାଗୁଣା ଗାଁ ନିକଟରେ ଜଣେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଙ୍କୁ ଛୁରୀ ମାରି ଲକ୍ଷାଧିକ ଟଙ୍କା ଲୁଟକରି ଦୃବୁତ୍ତ ଫେରାର ହୋଇଯାଇଛନ୍ତି । ଗୁରୁତର ଭାରତ ଫାଇନାନ୍ସ ର କର୍ମଚାରୀ ନୀଶାକର ମଲ୍ଲିକ ଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ନିଶାକର ଆଜି ସ୍ଥାନୀୟ ବିଭନ୍ନ ସ୍ବୟଂସହାୟିକା ଗୋଷ୍ଠୀ ଙ୍କୁ ଦିଆଯାଇଥିବା ରୁଣ ର କିସ୍ତି ଟଙ୍କା କଲେକ୍ସନ କରି ଫେରୁଥିବା ବାଟରେ ତାଙ୍କୁ ଦୁଇ ଦୁର୍ବୁତ୍ତ ଏକ ପଲସର ରେ ଆସି ଛୁରାମାଡ କରୀ ଟଙ୍କା ଲୁଟିନେଇ ଛନ୍ତି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।(ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ)Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.