ETV Bharat / state

ଟ୍ରାଫିକ ନିୟମକୁ ଦିବ୍ୟଶଙ୍କରଙ୍କ ଫୁ - ଜିଲ୍ଲାପାଳଙ୍କ ଦରବାର ହଲରେ ବିଜୁଳି ବିଭାଗର ସମୀକ୍ଷା

ଟ୍ରାଫିକ ନିୟମ ଯେପରି ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ପାଇଁ ପାଳନ ହେଉନାହିଁ । ଖୋଦ ଗୃହ ରାଜ୍ୟ ମନ୍ତ୍ରୀ ଏହି ନିୟମ ବାହାରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।

ଟ୍ରାଫିକ ନିୟମକୁ ଦିବ୍ୟଶଙ୍କରଙ୍କ ଫୁ
author img

By

Published : Sep 19, 2019, 11:47 PM IST

କେନ୍ଦୁଝର: ଟ୍ରାଫିକ ନିୟମ କଡାକଡି କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ । ସାଧାରଣ ନାଗରିକ ହେଉ ବା ବଡ ବାବୁ କେହି ନିୟମକୁ ଉଲଙ୍ଘନ କରିପାରିବେ ନାହିଁ । ଯିଏ ନିୟମକୁ ଅବମାନନା କରିବ ଗଣିବ ତଣ୍ଡ । କିନ୍ତୁ ଏହି ନିୟମ ଯେପରି ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ପାଇଁ ପାଳନ ହେଉନାହିଁ । ଖୋଦ ଗୃହ ରାଜ୍ୟ ମନ୍ତ୍ରୀ ଏହି ନିୟମ ବାହାରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି ।

ଟ୍ରାଫିକ ନିୟମକୁ ଦିବ୍ୟଶଙ୍କରଙ୍କ ଫୁ

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ଗସ୍ତରେ ଆସି ପହଞ୍ଚିଥିଲେ କେନ୍ଦୁଝରରେ । ପ୍ରଥମେ ଏକ ଦଳୀୟ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାପାଳଙ୍କ ଦରବାର ହଲରେ ବିଜୁଳି ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । କିନ୍ତୁ ଏହି ବୈଠକକୁ ଆସିବା ବେଳେ ସିଟ ବେଲ୍ଟ ବାନ୍ଧିବାକୁ ଭୁଲି ଯାଇଥିଲେ କ୍ୟାପଟେନ ଦିବ୍ୟଶଙ୍କର । ତାଙ୍କ ସହ ଥିଲେ ପୂର୍ବତନ ମନ୍ତ୍ରୀ ବଦ୍ରୀ ପାତ୍ର ।

ଏନେଇ କ୍ୟାପଟେନଙ୍କୁ ପଚାରିବାରୁ ସେ ଟ୍ରାଫିକ ନିୟମ ପାଳନ କରନ୍ତି । ଏହାସହ ସମସ୍ତଙ୍କୁ ଏହି ନିୟମ ମାନିବାକୁ ଉପଦେଶ ମଧ୍ୟ ଦେଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଟ୍ରାଫିକ ନିୟମକୁ ଦିବ୍ୟଶଙ୍କରଙ୍କ ଫୁBody:
ଆଙ୍କର- ଟ୍ରାଫିକ ନିୟମ କଡାକଡ଼ି କରିବାକୁ ସରକାର ଙ୍କ କଡା ନିର୍ଦେଶ । ସାଧାରଣ ନାଗରିକ ହେଉ ବା ବଡ଼ ବାବୁ କେହି ନିୟମକୁ ଉଲଂଘନ କରିପାରିବେ ନାହିଁ । ଯିଏ ନିୟମ କୁ ଅବମାନନା କରିବ କଡା ଫାଇନ ର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ଏହି ନିୟମ ଯେପରି ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ପାଇଁ ପାଳନ ହେଉନାହିଁ । ଖୋଦ ଗୃହ ରାଜ୍ୟ ମନ୍ତ୍ରୀ ଏହି ନିୟମ ବାହାରେ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିନିକିଆ ଗ୍ରସ୍ତରେ ଆସି ପହଞ୍ଚିଥିଲେ କେନ୍ଦୁଝରରେ । ପ୍ରଥମେ ଏକ ଦଳୀୟ କାର୍ଯ୍ୟ ରେ ଯୋଗଦେବା ପରେ ଜିଲ୍ଲାପାଳଙ୍କ ଦରବାର ହଲରେ ବିଜୁଳି ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇଥିଲେ । କିନ୍ତୁ ଏହି ବୈଠକକୁ ଆସିବା ବେଳେ ସିଟ ବେଲ୍ଟ ବାନ୍ଧିବାକୁ ଭୁଲି ଯାଇଥିଲେ କ୍ୟାପଟେନ ଦିବ୍ୟଶଙ୍କର । ତାଙ୍କ ସହ ଥିଲେ ପୂର୍ବତନ ମନ୍ତ୍ରୀ ବଦ୍ରୀ ପାତ୍ର । ଏନେଇ କ୍ୟାପଟେନଙ୍କୁ ପଚାରିବାରୁ ସେ ଟ୍ରାଫିକ ନିୟମ ପାଳନ କରନ୍ତି । ସମସ୍ତେ ମାନିବାକୁ ଉପଦେଶ ମଧ୍ୟ ଦେଇଥିଲେ ।
ବାଇଟ- କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର( ଗୃହ ରାଜ୍ୟମନ୍ତ୍ରୀ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.