ETV Bharat / state

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

author img

By

Published : Jul 24, 2019, 10:13 AM IST

ଗତ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଫୁଲଝର ପଞ୍ଚାୟତ ଶଙ୍କରି ଗ୍ରାମର ବିନ ଦେହୁରୀ ନାମକ ବ୍ୟକ୍ତିଙ୍କୁ ଦନ୍ତା ହାତୀ ଦଳିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର : ପୁଣି ଗୋଠ ଛଡା ଦନ୍ତା ହାତୀର ଦବଙ୍ଗଗିରି ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଫୁଲଝର ପଞ୍ଚାୟତ ଶଙ୍କରି ଗ୍ରାମର ଜଣେ ଲୋକକୁ ଦନ୍ତା ହାତୀ ଦଳି ଦେଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କିଛି ଦିନ ହେବ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜରେ ଏକ ଦନ୍ତା ହାତୀ ତାର ଉତ୍ପାତ ଜାରି ରଖିଛି । ତେବେ ଗତ ମଙ୍ଗଳବାର ଶଙ୍କରି ଗ୍ରାମର ବିନ ଦେହୁରୀ ନାମକ ବ୍ୟକ୍ତି ରାତିରେ ଘରୁ ବାହାରକୁ ଯାଇଥିବାବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ ।

ଫଳରେ ଦନ୍ତା ହାତୀ ବିନଙ୍କୁ ଦଳି ମାରି ଦେଇଥିଲା । ଏପଟେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିବାରୁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତBody:
ଆଙ୍କର- ପୁନର୍ବାର ଗୋଠ ଛଡା ଦନ୍ତା ହାତୀର ଦବଙ୍ଗ ଗିରି ଦେଖିବାକୁ ମିଳିଛି । କିଛି ଦିନ ହେବ କେନ୍ଦୁଝର ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ରେ ଏକ ଦନ୍ତା ହାତୀ ତାର ଉତ୍ପାତ ଜାରି ରଖିଛି । ଗତକାଲି ବିଳମ୍ବିତ ରାତିରେ ଏହି ରେଞ୍ଜ ଅନ୍ତର୍ଗତ ଫୁଲଝର ପଞ୍ଚାୟତ ଶଙ୍କରି ଗ୍ରାମର ଜଣେ ଲୋକକୁ ଚାପି ମାରି ଦେଇଛି । ଏହି ଗ୍ରାମର ବିନ ଦେହୁରୀ ନାମକ ବ୍ୟକ୍ତି ରାତିରେ ଘରୁ ବାହାରକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ । ଫଳରେ ଦନ୍ତା ହାତୀଟି ବିନ କୁ କଚାଡି ମାରି ପଳାଇଛି । ଦନ୍ତା ହାତୀ ତାର ଦବଙ୍ଗ ଗିରି ଜାରି ରଖିଥିବା ବେଳେ ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇ ନଥିବାରୁ ଉକ୍ତ ଅଞ୍ଚଳରେ ଭୟ ର ବାତାବରଣ ଖେଳିଯାଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.