ETV Bharat / state

ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

author img

By

Published : Jan 23, 2020, 2:23 PM IST

ବନବିହାରୀପୁରରେ ହାତୀ ଉପଦ୍ରବ ଦେଖାଯାଇଛି ।  ଗତକାଲି ବିଳମ୍ବିତ ରାତିରେ ହାତୀମାନେ ଗାଁରେ ପଶିବା ସହ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି ।

loss of vegetable for Elephant
ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୁରରେ ହାତୀ ଉପଦ୍ରବ ଦେଖାଯାଇଛି । ଗତକାଲି ବିଳମ୍ବିତ ରାତିରେ ହାତୀମାନେ ଗାଁରେ ପଶିବା ସହ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ କରିଛନ୍ତି । ହାତୀଙ୍କୁ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବାରୁ ଜନ ଅସନ୍ତୋଷ ଦେଖାଯାଇଛି । ଏପରିକି ହାତୀପଲକୁ ନେଇ ସାଧାରଣ ଲୋକେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ତେଲକୋଇରେ ହାତୀ ଉପଦ୍ରବ, ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ

ହାତୀ ଉପଦ୍ରବରେ ଗ୍ରାମର ବହୁ ଏକର ଆଳୁଚାଷ ସହ କଦଳୀ ଚାଷ ନଷ୍ଟ ହୋଇଛି । ହାତୀମାନେ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଚାଷୀ ମୁଣ୍ଡରେ ପଡିଛି ଚଡକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ କଲେ ହାତୀBody:ଆଙ୍କର-ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୂର ରେ ହାତୀପଲ ଙ୍କ ଉପଦ୍ରବ ଦେଖା ଦେଇଛି। ଗାଁରେ ପଶି ଚାଷୀ ଙ୍କ ଫସଲ ଉଜାଡି ଦେଇଛନ୍ତି ହାତୀ।ବହୁ କଷ୍ଟ କରି ଚାଷୀ ଏକର ଏକର ଜମିରେ ଆଳୁଚାଷ କରି ଥିଲେ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ସବୁ ଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି । ଆଳୁଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।ସେପଟେ କଦଳୀ ଫସଲକୁ ମଧ୍ୟ ହାତୀପଲ ଖାଇ ନଷ୍ଟ କରିଛନ୍ତି । ହାତୀପଲ କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀଙ୍କୁ ଘଉଡାଇବାରେ ବନବିଭାଗ ଅସଫଳ ଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.