ETV Bharat / state

ଜିଲ୍ଲାପାଳ ନଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ - ଜିଲ୍ଲାପାଳ ନ ଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ

ଖଣି ଜରିମାନା ଅନାଦେୟ ଅର୍ଥକୁ ଓପିଡିଆର କେସ୍ ଜରିଆରେ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପ୍ରଥମେ କିଛି ଦିନ କୋର୍ଟ ଆସି ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କୋର୍ଟ ଆସିନଥିବା ଅଭିଯୋଗ ହୋଇଛି ।

lawyers protest against collector for not coming court
ଜିଲ୍ଲାପାଳ ନ ଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ
author img

By

Published : Jan 4, 2020, 7:28 PM IST

କେନ୍ଦୁଝର: ଖଣି ଜରିମାନା ଅନାଦେୟ ଅର୍ଥକୁ ଓପିଡିଆର କେସ୍ ଜରିଆରେ ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଖଣି ବିଭାଗ ଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଥିଲେ । ଏହି ଶୁଣାଣିର ପ୍ରଥମରୁ ଜିଲ୍ଲାପାଳ ଆସି କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ କୋର୍ଟର ତାରିଖ ଗୁଡିକୁ ଜାଣିଶୁଣି ନ ଆସିବା ଅଭିଯୋଗ କରିଛନ୍ତି ଓକିଲ ମାନେ ।

ଜିଲ୍ଲାପାଳ ନ ଆସିବାରୁ ଓକିଲଙ୍କ କୋର୍ଟ ବର୍ଜନ

ଅନ୍ୟ ପକ୍ଷରେ ଖଣି ଜରିମାନା ଅର୍ଥ ଅନାଦେୟକୁ ତ୍ବରାନ୍ବିତ ନକରି ବରଂ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି । ଆଜି(ଶନିବାର) ଜିଲ୍ଲାପାଳଙ୍କ କୋର୍ଟରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ୪ ଟି ଓପିଡିଆର କେସରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜିଲ୍ଲାପାଳ ନ ଆସିବାରୁ ଓକିଲ ମାନେ କୋର୍ଟ ବର୍ଜନ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଜିଲ୍ଲାପାଳଙ୍କ କୋର୍ଟ ବର୍ଜନ କଲେ ଓକିଲBody:ଆଙ୍କର-ଖଣି ଜୋରିମାନା ଅନଦେୟ ଅର୍ଥ କୁ ଓପିଡ଼ିଆର କେଶ ଜରିଆରେ ଆଦାୟ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । ଏହା ପରେ ଖଣି ବିଭାଗ ଜିଲାପାଳ ଙ୍କକୋର୍ଟରେ ଆବେଦନ କରିଥିଲେ । ଏହି ଶୁଣାଣିର ପ୍ରଥମରୁ ଜିଲ୍ଲାପାଳ ଆସି କୋର୍ଟ କାର୍ଯ୍ୟ ପରିଚାଳନା କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ କୋର୍ଟ ର ତାରିଖ ଗୁଡିକୁ ଜାଣିଶୁଣି ନାସିବା ଅଭିଯୋଗ କରିଛନ୍ତି ଓକିଲ ମାନେ । ଅନ୍ୟ ପକ୍ଷରେ ଖଣି ଜୋରିମାନା ଅର୍ଥ ଅନଦେୟ କୁ ତ୍ୱରାନ୍ୱିତ ନକରି ବରଂ ଏହାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି । ଆଜି ଜିଲାପାଳ ଙ୍କ କୋର୍ଟରେ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ୪ ଟି ଓପିଡ଼ିଆର କେଶରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜିଲ୍ଲାପାଳ ନସିବାରୁ ଓକିଲ ମାନେ କୋର୍ଟକୁ ଛାଡି ଚାଲି ଯାଇଥିବା ଅସନ୍ତୋଷ ସହ ପ୍ରକାଶ କରିଛନ୍ତି ।

ବାଇଟ-୧-ବଳଭଦ୍ର ନନ୍ଦ ( ଓକିଲ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.