ETV Bharat / state

ଘରୋଇ କଳିରୁ ଯୁବକର ଛୁରା ମାଡ, ମହିଳା ଗୁରୁତର

ଘରୋଇକଳିକୁ କେନ୍ଦ୍ରକରି ଯୁବକ ଛୁରା ମାଡ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 4, 2021, 8:21 AM IST

knife attack old women injured in kendujhar
ଘରୋଇକଳିରୁ ଯୁବକର ଛୁରା ମାଡ,ମହିଳା ଗୁରୁତର

କେନ୍ଦୁଝର: ଘରୋଇ କଳିରୁ ଯୁବକ ଛୁରା ମାଡରେ ମହିଳା ଗୁରୁତର । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘରୋଇକଳିରୁ ଯୁବକର ଛୁରା ମାଡ,ମହିଳା ଗୁରୁତର

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା ଗ୍ରାମରେ ଘଟିଛି ଅଘଟଣ। ଶନିବାର ରାତି ୯.୩୦ରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକ ମହିଳାଙ୍କୁ ଛୁରା ମାଡ଼ କରିଛନ୍ତି । ଉକ୍ତ ଗ୍ରାମର ରବି ସାହୁ ନାମକ ଜଣେ ଯୁବକ ପଡୋଶି ବିଧବା ମହିଳା ଲକ୍ଷ୍ମୀ ସାହୁଙ୍କୁ ଛୁରା ମାଡ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ମୁଣ୍ଡ,ପିଠି ଓ ହାତରେ ଛୁରା ବାଜିଛି । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.